ଏମିତି କିଛି ଭୁଲ କରୁଛନ୍ତି କି ? ଖରାଦିନେ ବଢ଼ିପାରେ ଆପଣଙ୍କ ଓଜନ

ଖରାଦିନେ ଏମିତି ଅନେକ ଭୁଲ୍ ଯୋଗୁଁ ଓଜନ ବଢ଼ିଥାଏ । ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍ ଫୁଡ୍ ଖାଆନ୍ତି । ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର…