ଅଧିକ ମାଛ ଖାଉଥିଲେ ସାବଧାନ୍‌, ହୋଇପାରେ ଏହି ମାରାତ୍ମକ ରୋଗ

ଯେଉଁମାନେ ନନଭେଜ୍ ଖାଉଛନ୍ତି ସେମାନଙ୍କ ଖାଦ୍ୟରେ ଅଣ୍ଡା, ଚିକେନ୍, ମଟନ୍, ଚିଙ୍ଗୁଡି, ମାଛ ଇତ୍ୟାଦି ବେଶ୍ ପସନ୍ଦ କରିଥାନ୍ତି। ତେବେ ଏମାନଙ୍କ ଭିତରେ ସବୁଠାରୁ ଅଧିକ ଏହି ପ୍ରୋଟିନ୍ ମିଳିଥାଏ ମାଛରୁ । ବିଶେଷଜ୍ଞଙ୍କ ଅନୁଯାୟୀ, ମାଛ ଖାଇବା ଦ୍ୱାରା ଶରୀର…