ମହାପ୍ରଭୁଙ୍କୁ ଭୀଷଣ ଜର, ଆଜି ଲାଗିହେବ ଫୁଲୁରୀ ତେଲ

ବ୍ରହ୍ମଗିରି -: ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି । ଆଜି ଫୁଲୁରୀ ତେଲ ଲାଗିହେବ । ଅଣସର ଘରେ ଚାଲିଛି ଗୁପ୍ତ ସେବା । ମହାପ୍ରଭୁ କିପରି…