ପୁରା ସିନେମା ହଲ ବୁକ୍ କଲେ ପାକିସ୍ତାନୀ ଅଭିନେତା, ‘ଗଙ୍ଗୁବାଇ କାଠିଆବାଡ଼ି’ରେ କଣ ଏମିତି ଅଛି …

ମୁମ୍ବାଇ -: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗାଙ୍ଗୁବାଇ କାଠିଆବାଡ଼ି’ ସୁପରହିଟ ସାବ୍ୟସ୍ତ ହୋଇଛି । ପରଦାରେ ମୁମ୍ବାଇର ମାଫିଆ ରାଣୀ ଭୂମିକାରେ ଅଭିନୟ କରି ଆଲିଆ ଅଭିନୟରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି । ଆଲିଆଙ୍କ ଅଭିନୟ ଦର୍ଶକଙ୍କୁ…