ଦିଗହରା ବ୍ୟାସନଗରର ବିକାଶ , ବିଧାୟକ ଓ ସାଂସଦଙ୍କ ପାଣ୍ଠି ମଧ୍ୟ ବ୍ୟୟ କରିବାରେ ପୌରସଂସ୍ଥା ବିଫଳ !

ଯାଜପୁର -: ବ୍ୟାସନଗର ପୌରାଞ୍ଚଳର ବିକାଶ ଦିଗହରା। କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ ନକରି ପକାଇ ରଖାଯାଇଛି। ସହରବାସୀ ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ। ସମ୍ବାଦର ଅନୁସନ୍ଧାନ ଟିମ୍ ହାତରେ ଲାଗିଛି ସରକାରୀ ତଥ୍ୟର ଗୁମର କଥା। ବିଧାୟକ ଓ ସାଂସଦଙ୍କ ପାଣ୍ଠି…

୬୨ ବର୍ଷର ବ୍ରାହ୍ମଣୀ ସେତୁ ହରାଇବ ତାର ଅସ୍ଥିତ୍ୱ, ବିପଦର ସଂଙ୍କେତ ଦେଲାଣି ତଥାପି ଚେତୁନି ପ୍ରଶାସନ

ଯାଜପୁର -: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁର ଅବସ୍ଥା ଏବେ ସଂଗିନ ହୋଇପଡ଼ିଛି। ଏହି ସେତୁର ମରାମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ହେଲେ କାଳ ବିଳମ୍ବ ହେଉଥିବାରୁ ସେତୁ ପ୍ରତି…

ମା’ ଝିଅଙ୍କୁ ଗାଡି ଚଢାଇ ମାରିଦେଲା ଦୁର୍ବୁତ୍ତ, ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରୁଥିଲେ …

ଯାଜପୁର -: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥି‌ବା ବେଳେ ଗତକାଲି ମା’-ଝିଅ (ଝିଅ ଓ ନାତୁଣୀ) ଶ୍ରୀତିକା ଚକ୍ରବର୍ତ୍ତୀ (୪୭) ଓ ଝିଅ ସୋନାଲି ଚକ୍ରବର୍ତ୍ତୀ (୨୫)  ଟ୍ରକ୍‌ ଧକ୍କାରେ ମୃତ୍ୟୁ ଘଟଣା ନୂଆ ମୋଡ ନେଇଛି। ଉଭୟ ମା’…

ପୋଲିସ କବଜାରେ ଯାଜପୁରର ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ , ଚୋରୀ ସାମଗ୍ରୀ ସହିତ ନଗଦ ଟଙ୍କା ଜବତ

ଯାଜପୁର -: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ…

ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

ଯାଜପୁର -: ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ…

ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ, ରାସ୍ତାରେ ଶବ ଫିଙ୍ଗି ପଳାଇଲା

ଛତିଆ -: ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ। ପରିବାର ଲୋକେ ଦାବି ମୁତାବକ ଟଙ୍କା ଦେଇନପାରିବାରୁ ମହିଳାଙ୍କ ଶବକୁ ଯାଜପୁର ଜିଲ୍ଲା ଛତିଆ ନେଳିଆ ବ୍ରିଜ୍ ନିକଟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ଆମ୍ବୁଲାନ୍ସ ଚାଳକ। ଏଭଳି ଘଟଣା…

ସୈାଭାଗ୍ୟ ଯୋଜନା କେଳେଙ୍କାରୀ, କୋଟିପତିଙ୍କୁ ମାଫ ଗରୀବଙ୍କୁ ଧମକ

ଯାଜପୁର / ରସୁଲପୁର -: ବିଦ୍ୟୁତ ବିଭାଗରେ ସୈାଭାଗ୍ୟ ଯୋଜନା କେଳେଙ୍କାରୀର ଚେର ଚାରିଆଡେ ମାଡ଼ିଯାଇଛି । ସୈାଭାଗ୍ୟ ଯୋଜନା କାର୍ଯ୍ୟକାରୀବେଳେ ବିଦ୍ୟୁତ ଖଣ୍ଟ, ତାର, ଟ୍ରାନ୍ସଫର୍ମର, ଅନ୍ୟାନ୍ୟ ସାମଗ୍ରୀ ଓ ଶ୍ରମ ବାବଦରେ ମିଥ୍ୟା ବିଲ୍ କରି ଶହ ଶହ…

୧୪୪ଧାରାକୁ ମାନିଲେନି ଶ୍ରଦ୍ଧାଳୁ, ପ୍ରଶାସନର ଧର୍ମିୟ ଭାବନାକୁ କୁଠାରଘାତ

ଯାଜପୁର -: ବାରୁଣୀ ସ୍ନାନ ଉପରେ ଲାଗିଥିବା ୧୪୪ ଧାରା କଟକଣାକୁ ନ ମାନି ଶ୍ରଦ୍ଧାଳୁମାନେ ସ୍ନାନ ସହ ପତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ପରେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ଓ ପୁଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇଥିଲେ । କିନ୍ତୁ…

ବାରୁଣୀ ବୁଡ ଉପରେ ଲାଗିଲା କଟକଣା, ୧୪୪ଧାରା ଲାଗୁକଲା ଜିଲ୍ଲା ପ୍ରଶାସନ

ଯାଜପୁର -: ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ର ସ୍ନାନ ଯୋଗ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ନିକଟରେ ୧୪୪ ଧାରା ଜାରି କରାଯାଇଛି । ୨୯ ଓ ୩୦ ତାରିଖ ପାଇଁ ଏହି…