ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା, ଯୁବକ ଗୁରୁତର

ବିଜୁ ଏକ୍ସପ୍ରେସ ୱେ ଆମପାଣି ଥାନା ଦର୍ଲିପଡ଼ା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ହେଲେ ଡୁଡୁକାଠେଙ୍ଗା ଗ୍ରାମର ସୁବାସ ନାଏକ (୨୫) ବୋଲି ସୂଚନା ମିଳିଛି । ସେ କୌଣସି କାମ…

ଡ୍ରେନର ମଇଳା ପାଣିରେ ଉବୁଡୁବୁ କାଉଡୋଳା ଗ୍ରାମବାସୀ, କେବେ ସୁଧୁରିବ ଡ୍ରେନଜ ବ୍ୟବସ୍ଥା

କୋକସରା(ରଞ୍ଜନ କୁମାରସାହୁ) -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଂଚାୟତ କାଉଡୋଳା ଗାଁରେ ଅନେକ ସ୍ଥାନରେ ଡ୍ରେନ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗାଁର ହରିଜନ ପଡ଼ା ରୁ ଜଗନ୍ନାଥ ମନ୍ଦିର ଓ ଚାରି ଛକ ରୁ ସରାବୁ ପଡ଼ା ପର୍ଯ୍ୟନ୍ତ…

ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର

କୋକସରା(ରଞ୍ଜନ କୁମାର ସାହୁ) – ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ବିଗତ କିଛି ମାସ ବ୍ୟବଧାନରେ କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଥିବା ବେଳେ ପୁଣି ଜଣେ…

ପୁଣି ଦାଦନର କରୁଣ ଚିତ୍ର, ହାଇଦ୍ରାବାଦକୁ ଦାଦନ ଯାଇ ନବମ ଶ୍ରେଣୀର ଛାତ୍ର ମୃତ୍ୟୁ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନି । ଦିନ କୁ ଦିନ ଦାଦନ ସମସ୍ୟା ଉଗ୍ର ରୁପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇ ଗତ ୨ ମାସ…

ସାମ୍ବାଦିକଙ୍କ ମା’ ଭଉଣୀ ଉଡାଇଲେ ବିଡିଓଙ୍କ ସ୍ୱାମୀ : ରୁଜୁ ହେଲା ମାମଲା, ଗିରଫ ହେବେ କେବେ ?

କଳାହାଣ୍ଡି/କୋକସରା – କୋକସରା ବିଡ଼ିଓ ମନୀଷା ଦାସଙ୍କ ସ୍ୱାମୀ ବଳରାମ ବଗର୍ତ୍ତି କୋକସରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସମୁହଙ୍କୁ ଧମକ ପୂର୍ଣ ଗାଳିଗୁଲଜ ଓ ଜୀବନରେ ମାରିବା ଧମକ ସମ୍ପର୍କରେ ଶନିବାର କୋକସରା ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ସମୁହ ।…

କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ପରଖିଲେ କାୟକଲ୍ପ ଟିମ୍‌

କୋକସରା -: କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ପାଇଁ ମଙ୍ଗଳବାର କାୟକଲ୍ପ ଟିମ ସଦସ୍ୟ ପହଂଚି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରି ଫେରିଛନ୍ତି । ମଧ୍ୟାହ୍ନରେ ଏହି ଟିମ୍ ପହଞ୍ଚି ବା ପରେ ଗୋଷ୍ଟି ସ୍ୱାସ୍ଥ୍ୟ…

“ପଢ଼ନା ଲିଖନା’ କାର୍ଯ୍ୟକ୍ରମ, ସ୍ୱେଛାସେବୀ ତାଲିମ ଶିବିର ଉଦ୍‌ଯାପିତ

କୋକସରା -: ରାଜ୍ୟ ସାକ୍ଷାରତା ମିଶନ ପକ୍ଷରୁ ୧୫ ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ଙ୍କୁ ମୌଳିକ ଓ ବ୍ୟବହାରିକ ଶିକ୍ଷା ବା ସାକ୍ଷରତା ପ୍ରଦାନ ନିମନ୍ତେ କୋକସରା ବ୍ଲକ ର ୧୧ ଗୋଟି କ୍ଲଷ୍ଟର ରେ ଗତ…

error: Content is protected !!
Verified by MonsterInsights