କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ, ବିଡିଓ ନିର୍ଦ୍ଦୋଶରେ ଖଲାସ

ଜୟପୁର -: ରାସ୍ତା ଉନ୍ନୟନ କାମରେ ମିଳିଥିବା ଚେକ୍ କୁ ଟ୍ୟାମ୍ପରିଂ କରି ସରକାରୀ ଅର୍ଥ ଚଳୁ କରିଥିବା ମାମଲାର ଶୁଣାଣି କରି ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଓ କ୍ୟାସିୟରଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା।…

ସାମ୍ନାକୁ ଆସିଲା ସାଇବର ଲୁଟେରାଙ୍କ ନୁଆ ଫର୍ମୁଲା, ଦେଖନ୍ତୁ କେମିତି ହୁଏ ଲୁଟ୍…

କୋରାପୁଟ -: କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାତିଛନ୍ତି ସାଇବର ଲୁଟିଆ। କଷ୍ଟମର କେୟାର ନମ୍ବରକୁ ଅଭିଯୋଗ ଦେବା ପରେ କିଛି କ୍ଷଣରେ ଭିନ୍ନ ସର୍ଭିସ ପ୍ରୋଭାଇଡରଙ୍କ ନମ୍ବରରୁ ଆସୁଛି ଗୁଗୁଲ ପେ’ ଓ ଫୋନ ପେ’ର ଠକେଇ। ଏମତି…

ମାରିଦେଲା ଠିକାସଂସ୍ଥା, ଅକାଳରେ ଚାଲିଗଲା ୩ଶିଶୁଙ୍କ ଜୀବନ

କୋରାପୁଟ -: ଠିକା ସଂସ୍ଥାର ଦାୟିତ୍ବହୀନତା ପାଇଁ ଅକାଳରେ ଚାଲିଯାଇଛି ୪ ଶିଶୁଙ୍କ ଜୀବନ। ରାସ୍ତା ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। କୋରାପୁଟ ସଦର ଥାନା ମାଝିଗୁଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା…

ଜାନକୀ ହତ୍ୟାକାଣ୍ଡର ଫିଟିଲା ଗୁମର, କାହିଁକି ହତ୍ୟା କରିଥିଲା ଦାମୋଦର ଜାଣିଲେ ଆପଣଙ୍କ ହୋସ ଉଡିଯିବ

କୋରାପୁଟ -: ବିବାହକୁ ୮ ବର୍ଷ ହୋଇଥିଲେ ବି ସନ୍ତାନଟିଏ ପାଇ ପାରୁ ନ ଥିଲେ ଦାମୋଦର। ଯୁଆଡେ ଗଲେ ଟାହିଟାପରା ଶୁଣିବାକୁ ମିଳୁଥିଲା। ମୁଖ୍ୟତଃ ଛୋଟାଗୁଡା ଗାଁର ସାହିବାସିନ୍ଧା ଦାମ‌ୋଦରଙ୍କୁ ଟାହିଟାପରା କରୁଥିଲେ। ଏଥିରେ ଅତିଷ୍ଟ ହୋଇ ଦାମୋଦର ଦ୍ବିତୀୟ…

ଅମାନିଆ ଗାଡି ଚାଳକ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ, ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା …

କୋରାପୁଟ -: ମୋଟର ଯାନ ଆଇନ ପାଳନ ନକଲେ ଏଣିକି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ଅମାନିଆ ଗାଡି ଚାଳକ ବିରୁଦ୍ଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ଏଣିକି ହୋଇଯାଆନ୍ତୁ…

କୂଅରୁ ମିଳିଲା ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

କୋରାପୁଟ -: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ପୁକାଲି ଗ୍ରାମପଞ୍ଚାୟତର ବଡ଼ଫାଟୁର ଗ୍ରାମରେ ଏକ କୂଅରୁ ୨୩ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଅଛି। ସୂଚନା ଅନୁଯାୟୀ ଦୟା ବୁରୁଡ଼ିଙ୍କ ମଝିଆ ଝିଅ ପଦ୍ମଜା ବୁରୁଡ଼ି(୨୩) ଗତ ମଙ୍ଗଳବାର ଦିନ ଠାରୁ…

ପୁଣି ଓଡିଶାରେ ପଶି ଦାଦାଗିରି ଦେଖାଇଲା ଆନ୍ଧ୍ର : ‘ବସୁଧା’ ଯୋଜନାକୁ ବନ୍ଦ କଲେ,ଠିକାଦାରଙ୍କ ନାଁରେ ଆନ୍ଧ୍ର ଥାନାରେ ଏତେଲା

ପଟାଙ୍ଗି -: ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦଖଲ ପାଇଁ ଏବେ ନାଲିଆଖି ଦେଖାଇବା ଆରମ୍ଭ କରିଛି ଆନ୍ଧ୍ର । ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଗୁଣ୍ଡାଙ୍କ ଭଳି ଆଚରଣ କରି ଧମକ ଦେବାକୁ ପଛାଇନାହିଁ । କୋରାପୁଟ ଜିଲ୍ଲା…

ଟ୍ରଲର ସହ ଧକ୍କା ହେଲା ବରଯାତ୍ରୀ ବସ୍‌; ୨ ମୃତ, ୧୧ ଆହତ

କୋରାପୁଟ -: ଦେଓଘାଟି ନିକଟରେ ଏକ ଟ୍ରଲର ସହ ବସ୍ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ, ୪୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ଅବକାରୀ ବିଭାଗ

କୋରାପୁଟ -: କୋରାପୁଟରେ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଟ୍ରକର ଚାଳକକୁ ଅଟକ ରଖାଯାଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟ ଡିଆଇଜି କାର୍ଯ୍ୟାଳୟ ନିକଟରେ ଏକ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ…

ତୋଷାଳି ସିମେଣ୍ଟ କାରଖାନା ଆଗରେ ୭ଦଫା ଦାବିନେଇ ଶ୍ରମିକଙ୍କ ଆନ୍ଦୋଳନ

କୋରାପୁଟ /ପଟ୍ଟାଙ୍ଗି -: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ଠାରେ ରହିଥିବା ତୋଷାଳି ସିମେଣ୍ଟ କାରଖାନାର କାର୍ଯ୍ୟରତ ଶ୍ରମିକଙ୍କ ସାତ ଦଫା ଦାବି ନେଇ କାରଖାନା ସମ୍ମୁଖରେ ଆଜକୁ ଚାରିଦିନ ହେଲା ଧାରଣାରେ ବସିଛନ୍ତି । ଶ୍ରମିକ ସଂଘ…

error: Content is protected !!
Verified by MonsterInsights