ଭାରତରେ ପହଞ୍ଚିଲା ୟୁକ୍ରେନ୍‌ରେ ନିହତ ଡାକ୍ତରୀ ଛାତ୍ରଙ୍କ ଶବ

ବେଙ୍ଗାଲୁର -: ବୋମା ମାଡ଼ ଯୋଗୁଁ ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୈାଡ଼ାରଙ୍କ ଶବ ଆଜି ଭାରତକୁ ଅଣାଯାଇ କର୍ଣ୍ଣାଟକର ହାବେରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ଚଲାଗେରେରେ ପହଞ୍ଚାଯାଇଛି । ବ୍ୟାପକ ପୁଲିସ ଉପସ୍ଥିତିରେ କର୍ଣ୍ଣାଟକର…