ସଂସଦରେ ବିରୋଧିଙ୍କୁ ଇନ୍ଧନ ତିଆରି କରିବାର ପାଠ ପଢାଇଲେ ନିତିନ୍‌

ନୂଆଦିଲ୍ଲୀ -: ଗତ ଚାରି ଦିନ ମଧ୍ୟରେ ତିନିଥର ବୃଦ୍ଧି ପାଇଲାଣି ତୈଳ ଦର । ନିର୍ବାଚନ ପରେ ପରେ ତୈଳ ଦର ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାହା ସତ ହେଉଥିବା ଦେଖାଯାଇଛି । କେନ୍ଦ୍ରମନ୍ତ୍ରୀ…