ସେକେଣ୍ଡ ହ୍ୟାଣ୍ଡ ବାଇକ ଦେବା ନାଁରେ ଠକେଇ, ଲୁଟିନେଲେ ୬୨ହଜାର

ଭୁବନେଶ୍ୱର -: ବାଇକ୍ ଦେବା ନାଁରେ ୬୨ ହଜାର ଟଙ୍କା ଠକେଇ ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଜଣେ ପୂର୍ବତନ ଗୃହରକ୍ଷୀଙ୍କୁ ଗିରଫ କରିଛି । ସେ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ବିଜୟ କୁମାର…