ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରରେ ଲାଗିଲା ନିଆଁ, ଆଗକୁ ସ୍ଥିତି ହୋଇପାରେ ଭୟଙ୍କର

ନୂଆଦିଲ୍ଲୀ -: ସ୍ଥିତି ଏବେ ଅଣାୟାତ, ସରକାର ହାତ ଟେକିଦେବା ପରେ ଚିନ୍ତାରେ ଭାରତୀୟ । ସରକାର ଦରଦାମବୃଦ୍ଦି ନିୟନ୍ତ୍ରଣ କରିବାରେ ପୁରା ବିଫଳ । ଏଭଳି ସ୍ଥିତିରେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି…