ସାବଧାନ ରୋଡ ରୋମିଓ, ଆକ୍ଟିଭ ମୁଡରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ

ସାବଧାନ ହୋଇଯାଆନ୍ତୁ ରୋଡ଼ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀ ବା କଲେଜ ପଢୁଆ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ ହୋଇପାରେ କଡା ଆକ୍ସନ । କାରଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆଣ୍ଟି ରୋମିଓ ସ୍କ୍ୱାର୍ଡକୁ ସକ୍ରିୟ କରିବାକୁ…