ସାବିତ୍ରୀ ବ୍ରତ …(ସାବିତ୍ରୀ ମାନଙ୍କୁ ସୁଖରେ ରଖିବ)

ପ୍ରେମାନନ୍ଦ ବେହେରା ଉତ୍କଳ ବକ୍ଷରେ ଜୈଷ୍ଠ ମାସ ଆସେହୁଏ ଅମାବାସ୍ୟା ତିଥିପ୍ରତିଟି ସଧବା ସାଜନ୍ତି ସାବିତ୍ରୀସତ୍ୟବାନ ହୁଏ ପତି ।।ସକାଳୁ ଉପାସେ ପତ୍ନୀ ରହିଥାଏପତି ମଙ୍ଗଳ ମନାସିକେତେ ଉପଚାରେ ପୂଜା କରିଥାଏହୋଇ ଅନ୍ତରରୁ ଖୁସି ।।ଘେନି ଏକୋଇଶି ପ୍ରକାରର ଫଳକରିଥାଏ ସମର୍ପଣଧୂପ…

ସାବିତ୍ରୀ ବ୍ରତ ଉପବାସରେ ଏହି କାହାଣୀ ପଢନ୍ତୁ, ଆପଣ ଏହି ୨ଟି ଲାଭ ପାଇବେ

ପ୍ରତିବର୍ଷ ଜ୍ୟେଷ୍ଠ ଅମାବାସ୍ୟାରେ ସାବିତ୍ରୀ ବ୍ରତ ଉପବାସ ପାଳନ କରାଯାଏ । ଏହି ବର୍ଷ ସାବିତ୍ରୀ ବ୍ରତ ସୋମବାର, ମେ ୩୦ ଆଜିର ଦିନରେ ପଡୁଛି । ଏହି ଦିନ, ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ଉପବାସ…

ପ୍ରାଥନା ଶୁଣିଲେ ନାହିଁ ଯମରାଜା, ସାବିତ୍ରୀ ହରାଇଲେ ନିଜ ଶଙ୍ଖା ସିନ୍ଦୁର

ଚାନ୍ଦବାଲି -:  ଲୋକମାନଙ୍କ ସାହାଯ୍ୟ ପରେ ବି ବଞ୍ଚି ପାରିଲାନି ଜଣେ ପର ଉପକାରୀ ମଣିଷ। ରାତି ପାହିଲେ ସାବିତ୍ରୀ ବ୍ରତ। ନିଜର ସତ୍ୟବାନ ପାଇଁ ପୂଜା କରିବେ ସବୁ ସ୍ତ୍ରୀ ମାନେ। ହେଲେ ସାବିତ୍ରୀ ବ୍ରତ ପୂର୍ବରୁ ଅର୍ଥାତ ଆଜି…