ପରମାଣୁ ଆକ୍ରମଣ କରି ଉଡାଇଦେବୁ, ଏଭଳି ଧମକ ଦେଇଛନ୍ତି କିମଙ୍କ ଭଉଣୀ

ସିଓଲ -: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଭଉଣୀ ପଡୋଶୀ ଦକ୍ଷିଣ କୋରିଆକୁ ପରମାଣୁ ବୋମା ପକାଇଦେବାର ଧମକ ଦେଇଛନ୍ତି । ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କ ଭଉଣୀ କିମ ୟୋ ଜଙ୍ଗ…

error: Content is protected !!