ପୂର୍ବତନ ଅର୍ଥମନ୍ତ୍ରୀ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଉବେର କାର ଡ୍ରାଇଭର , ଆସନ୍ତୁ ଜାଣିବା କିଏ ସେ ଅର୍ଥମନ୍ତ୍ରୀ ?

ୱାସିଂଟନ୍ ଡିସି -: ଦେଶ ଛାଡିଦେଲେ ବିଦେଶରେ କାର ଡ୍ରାଇଭିଙ୍ଗ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି । ଆପଣ ମାନେ ନିଶ୍ଚୟ ସେ ମହାନ ବ୍ୟକ୍ତିତ୍ତ୍ୱଙ୍କ ବିଷୟରେ ଜାଣିବାକୁ ଚାହୁଁଥିବେ । ତେବେ ସେ ହେଉଛନ୍ତି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ୪୦…