ଅଜବ ଏ ପ୍ରାଣୀ ଉଦ୍ୟାନ ମଣିଷ ମାନେ ପିଞ୍ଜରାରେ, ହିଂସ୍ର ଯନ୍ତୁ ମୁକ୍ତ ଆକାଶରେ

ନୂଆଦିଲ୍ଲୀ -: ଯଦି ଆପଣ କେବେ ପ୍ରାଣୀ ଉଦ୍ୟାନକୁ ଯାଇଛନ୍ତି, ତେବେ ଆପଣ ନିଶ୍ଚୟ ପଶୁମାନଙ୍କୁ ସେଠାରେ ପିଞ୍ଜରାରେ ବନ୍ଦୀ ହୋଇ ରହିଥିବାର ଦେଖିଥିବେ । ତେବେ ଦୁନିଆରେ ଏମିତି ଏକ ପ୍ରାଣୀ ଉଦ୍ୟାନ ରହିଛି ଯେଉଁଠାରେ ମଣିଷମାନଙ୍କୁ ପିଞ୍ଜରାରେ ବନ୍ଦୀ…