ରୁପି ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ ଜାଣନ୍ତୁ

କେଶ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି। ଜୀବନଶୈଳୀ ଓ ପରିବେଶ ପ୍ରଦୂଷଣ ପାଇଁ ଏପରି ସମସ୍ୟା ପ୍ରାୟ ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳୁଛି। ବିଶେଷକରି ରୂପି ସମସ୍ୟାକୁ ନେଇ ବହୁତ ‌ଲୋକ ଚିନ୍ତିତ।  ରୁପି ଯୋଗୁଁ ମୁଣ୍ଡ କୁଣ୍ଡାଇ ହୋଇଥାଏ, ଘାଆ ହୋଇଥାଏ ଓ କେଶ ଝଡିବା ଭଳି ସମସ୍ୟା ଦେଖା ଦେଇଥାଏ । ତେଣୁ ଏହି ସବୁ ଉପାୟ ଆପଣାଇବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । 

Advertisement

-ଯଦି ଆପଣ ରୂପି ସମସ୍ୟାରେ ଶିକାର ହୋଇଛନ୍ତି ତେବେ କେଶ ମୂଳରେ ଲେମ୍ବୁ ଓ କ୍ଷୀର ମିଶ୍ରଣ କରି ଘଷନ୍ତୁ । 

-କଞ୍ଚା ଅଣ୍ଡାକୁ କେଶ ମୂଳରେ ଲଗାନ୍ତୁ, ଏହା ଦ୍ୱାରା କେତେକାଂଶଷର ରୂପି କମି ଯାଇଥାଏ । 

-ଅଧିକ ରୂପି ହୋଇ ମୁଣ୍ଡ ଘା ହୋଇଯାଇଥିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

-ଏହି ସମୟରେ ଆଣ୍ଟିଫଙ୍ଗଲ ଶାମ୍ପୁ ବ୍ୟବହାର କରିବା ଉଚିତ୍ ।

-ଅତ୍ୟଧିକ ରୂପି ହୋଇଥିଲେ, ଦିନେ ଛାଡି ଦିନେ କେଶକୁ ଧୋଇବା ଆବଶ୍ୟକ ।

-ଓଦା କେଶକୁ ବାନ୍ଧିବା ଉଚିତ୍ ନୁହେଁ । ଓଦା କେଶକୁ ବାନ୍ଧିବା ଦ୍ୱାରା ରୂପି ଅଧିକ ମାତ୍ରାରେ ହେଇଥାଏ ।  

Advertisement

Leave a Reply

Your email address will not be published. Required fields are marked *

error: Content is protected !!