ଏଠାରେ ଗଛ ମାନେ ବି ଖେଳନ୍ତି ହୋଲି, ବରିଷ୍ଠ ବନ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଟ୍ୱିଟ୍‌

କେବଳ ହୋଲି ଖେଳ ମାନବଜାତି ମଧ୍ୟରେ ଶିମିତ ନାହିଁ । ବୃକ୍ଷମାନେ ହୋଲି ଖେଳନ୍ତି । ନିଜର ରୁପ କୁ ସୈାନ୍ଦଜମୟ କରିବା ପାଇଁ ନିଜର ରଙ୍ଗ ବଦଳାଇଥାନ୍ତି । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ । କାରଣ ପ୍ରକୃତିରେ ଏପରି ଏକ ଗଛ, ଯାହା ଇନ୍ଦ୍ରଧନୁ ଭଳି ସଜେଇ ହୋଇଯାଏ । ଭଳିକି ଭଳି ରଙ୍ଗରେ ଏହି ଗଛକୁ ଦେଖିବାକୁ ମିଳେ । ପ୍ରାକୃତିକ ଉପାୟରେ ପରିବର୍ତ୍ତିତ ହେଉଥିବା ଏହି ଗଛ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ । ଏଠାକୁ ଦେଖିବାକୁ ଲୋକଙ୍କର ଭିଡ ଲାଗୁଥିବା ଦେଖିବାକୁ ମିଳିଛି । ବରିଷ୍ଠ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ଏମିତି କିଛି ଫଟୋ ସେୟାର କରିଛନ୍ତି ।

Advertisement


ରେନବୋ ଇଉକାଲିପଟାସ୍ ନାମକ ଏହି ଗଛକୁ ଦୁନିଆର ସବୁଠୁ ରଙ୍ଗୀନ ଗଛ ମଧ୍ୟରେ ଗଣାଯାଏ । ସାଧାରଣ ଭାଷାରେ ଏହାକୁ ରେନବୋ ଇଉକାଲିପଟାସ୍‌( ଇନ୍ଦ୍ରଧନୁ ଇଉକାଲିପଟାସ) କୁହାଯାଏ, କିନ୍ତୁ ବୈଜ୍ଞାନିକଙ୍କ ଭାଷାରେ ଏହାକୁ ଇଉକ୍ଲିପଟସ୍ ଡିଗ୍ଲୁପଟା କୁହାଯାଏ । ଏହି ଗଛର ବିଶେଷତା ହେଉଛି ଯେ ଏହାର ଗଣ୍ଡି ବିଭିନ୍ନ ପ୍ରକାରର ରଙ୍ଗରେ ସଜ୍ଜିତ ହୋଇଯାଇଥାଏ ।

Subscribe now bns bhskti

ଗଛ ବି ହୋଲି ଖେଳନ୍ତି । ଗଛ ବି ନିଜ ରଙ୍ଗ ବଦଳାନ୍ତି । କଥାଟି ଶୁଣିବାକୁ ଅଜବ ଲାଗୁଥେôଲ ବି ଏକଥା ଏକଦମ ସତ । କାରଣ ପ୍ରକୃତେିର ଏପରି ଏକ ଗଛ, ଯାହା ଇନ୍ଦ୍ରଧନୁ ଭଳି ସେଜଇ ହୋଇଯାଏ । ଭଳିକି ଭଳି ରଙ୍ଗେର ଏହି ଗଛକୁ ଦେଖିବାକୁ ମେିଳ ।ପ୍ରାକୃତିକ ଉପାୟେର ପରିବର୍ତ୍ତିତ ହେଉଥିବା ଏହି ଗଛ ବାବଦେର ଆଜି ଅୋମ ଆପଣଙ୍କୁ କହିବୁ । ବରିଷ୍ଠ ବନେସବା ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରେର ଏମିତି କିଛି ଫେଟା ସେୟାର କରିଛନ୍ତି । ରେନେବା ଇଉକାଲିପଟାସ୍ ନାମକ ଏହି ଗଛକୁ ଦୁନିଆର ସବୁଠୁ ରଙ୍ଗୀନ ଗଛ ମଧ୍ୟେର ଗଣାଯାଏ । ସାଧାରଣ ଭାଷୋର ଏହାକୁ ରେନେବା ଇଉକାଲିପଟାସ୍‌( ଇନ୍ଦ୍ରଧନୁ ଇଉକାଲିପଟାସ) କୁହାଯାଏ, କିନ୍ତୁ ବୈଜ୍ଞାନିକଙ୍କ ଭାଷୋର ଏହାକୁ ଇଉକ୍ଲିପଟସ୍ ଡିଗ୍ଲୁପଟା କୁହାଯାଏ । ଏହି ଗଛର ବେିଶଷତା ହେଉଛି ଯେ ଏହାର ଗଣ୍ଡି ବିଭିନ୍ନ ପ୍ରକାରର ରଙ୍ଗେର ସଜ୍ଜିତ ହୋଇଯାଇଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!