ଛାତ୍ରଛାତ୍ରୀଙ୍କ ଖରାଛୁଟି ବାତିଲ, ଖରା ଦିନେ ବି ସ୍କୁଲ ଯିବେ ଓ ପାଠ ପଢିବେ

ଭୁବନେଶ୍ୱର -: ଏଥର ମାତ୍ର ୧୦ ଦିନ ଖରାଛୁଟି । ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା । ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି…

ମ.ରାମପୁରରେ ପୁଣି ମାଓ ପୋଷ୍ଟର, ଟାର୍ଗେଟରେ ଶ୍ରୀ ଏଜୁକେଶନ ଶିକ୍ଷା ସଂସ୍ଥାନ

କଳାହାଣ୍ଡି(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲାର ମ.ରାମପୁରରେ ଲାଲବାହିନୀ ସକ୍ରିୟ ହେବାରେ ଲାଗିଛନ୍ତି । ଗତ କିଛିଦିନ ତଳେ ସାମ୍ବାଦିକ ରୋହିତ ବିଶ୍ୱାଳ ଲ୍ୟାଣ୍ଡ ମାଇନ ବିସ୍ପୋରଣର ଶିକାର ହୋଇଥିଲେ । ଅଳ୍ପ ଦିନର ବ୍ୟବଧାନ ପରେ ପୁଣି ମାଓ ପୋଷ୍ଟର…

‘ମୋସ୍କ୍‌ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ …

ନୂଆଦିଲ୍ଲୀ -: ୟୁକ୍ରେନୀୟ ଯୁଦ୍ଧରେ ନୈାସେନା ପୋତ ‘ମୋସ୍କ୍‌ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ଟେଲିଭିଜନ୍ ଘୋଷଣା କରିଛି । ନିଆଁ ଲାଗିଯିବାରୁ ‘ମୋସ୍କ୍‌ଭା’ କ୍ଷତିଗ୍ରସ୍ତ ହୋଇଛି ବୋଲି ରୁଷ୍ କହୁଥିଲେ ମଧ୍ୟ ‘ନେପ୍‌ଚୁନ୍‌’…

ଦାୟିତ୍ୱହୀନ ବିଏମସି ! ବାୟୋ ମାଇନିଂ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଭୁବନେଶ୍ୱର -: ନାନା କଳ୍ପନାଜଳ୍ପନା, ବାଦବିବାଦ ପରେ ଜାନୁଆରି ଶେଷ ସୁଦ୍ଧା ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯୋଜନା ହୋଇଥିଲା । କେବଳ ଯୋଜନା ହୋଇନଥିଲା ବରଂ ଦୁଇଟି ସଂସ୍ଥାଙ୍କ ସହ ଚୁକ୍ତିନାମା କରିଥିଲା ବିଏମ୍‌ସି । ଉଭୟ ସଂସ୍ଥା…

ନିଜ ଘରୁ ମିଳିଲା ଝୁଲନ୍ତା ମୃତ ଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

ଭଦ୍ରକ -: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେନ୍ତୁଳିଗାଡିଆ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ନିଜ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପ୍ରେମ ବ୍ୟାପାର ପାଇଁ ସେହି ଯୁବକଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ…

ଶିଦ୍ଧମହାବିରଙ୍କ ପିଠରେ ମହାଶାନ୍ତି ଯଜ୍ଞ ୩ଦିନ ବ୍ୟାପି ଅନୁଷ୍ଠିତ

କଣ୍ଟାପଡା – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁସୁନପୁର ଗାଁରେ ଶିଦ୍ଧମହାବିରଙ୍କ ପିଠରେ ମହାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିର ପରିଶରରେ ଅଙ୍କୁରାରୋପଣ ପରେ ୬୦ ଜଣ ମହିଳା ପୁରୁଷ କୁସୁନୁପୁର କନ୍ଦଳ ନଦୀ…

error: Content is protected !!