ବିଜୁ ଜନତା ଦଳର ଦବଦବା : ବରଗଡ଼ ଜିଲ୍ଲାର ପୈାରନିର୍ବାଚନ ଅଧ୍ୟକ୍ଷ ପଦବୀ ହାସଲ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ପୌର ନିର୍ବାଚନର ମତଗଣନା ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନବ ଗଠିତ ବିଜେପୁର ଏନ .ଏ .ସି ପାଇଁ ଗତ ୨୪ ତାରିଖରେ ମତଦାନ ହୋଇଥିଲା । ଆଜି ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀ…

ଜଗତସିଂହପୁର ପୌରପରିଷଦ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲା ସଦର ମହକୁମା ପୌରପରିଷଦ ନିର୍ବାଚନ ପାଇଁ ବୁଥକୁ ଗଲେ ପୋଲିଂ ଦଳ । ସ୍ଥାନୀୟ SVM କଲେଜରେ ଆଜି ସକାଳ 8 ଟାରେ ଷ୍ଟ୍ରଙ୍ଗ ରୁମ ଖୋଲାଯାଇଥିଲା ଏବଂ 2 ଟି ଲେଖାଏ ଇଭିଏମ ମେସିନ…

ନିର୍ବାଚନ ରଣାଙ୍ଗନରେ ସୁଶାନ୍ତ ସିଂ ଓ ବିଜୟ ସିଂ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି ଏଇ ଚାଲିଥିବା ନିର୍ବାଚନୀ ରଣକ୍ଷେତ୍ରରେ ।ବିଜେପି ଦଳ ତାର ରଣନିତିରେ ବ୍ୟସ୍ତ ଥିବାବେଳେ, ଆଜି ବିଜୁ ଜନତା…

ନିର୍ବାଚନୀ ପଶାପାଲିରେ ଅନେକ ପ୍ରାର୍ଥୀ ଓ ପ୍ରାର୍ଥିନୀ

ପଦ୍ମପୁର -: ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମୁଦାୟ ୧୧ ଗୋଟି ୱାର୍ଡ କୁ ନେଇ ଗଠିତ । ବର୍ତ୍ତମାନ ଚାଲିଥିବା ପୈାରପରିଷଦ ନିର୍ବାଚନ ରେ ପଦ୍ମପର ବିଜ୍ଞାପିତ ଅଞ୍ଚଳ ପରିଷଦକୁ କବଜା କରିବାପାଇଁ ସମସ୍ତ ପ୍ରକାରର…

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତ ସ୍ତରୀୟ କମିଟି ଗଠନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଗାଇସିଲେଟ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଆଜି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର…

ପୈାର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ):- ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଏବେ ଚୂଡାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି ।ଚୁଡାନ୍ତ ତାଲିକାରେ ବିଜୁ ଜନତା ଦଳ…

ବରଗଡ ଜିଲ୍ଲାପରିଷଦକୁ କବଜା କଲା ବିଜେଡି, ଶ୍ରୀମତୀ ମାନିନୀ ଭୋଇ ହେଲେ ଅଧ୍ୟକ୍ଷା

ବରଗଡ(ନିରଞ୍ଜନ ତ୍ରୀପାଠି):- ଗତ ୨୨.୦୨.୨୦୨୨ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଚତୁର୍ଥ ପର୍ଯ୍ୟାୟ ର ମତଦାନ ସମୟ ରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଦେଇଥିବା ବୟାନ ଟି ସତରେ ପରିଣତ ହୋଇଛି…