ନବୀନଙ୍କ ୨୨ ବର୍ଷର ଶାସନ… ନା କମିଛି ଲୋକପ୍ରିୟତା ନା ଛୁଇଁଛି ପରାଜୟ

ଆଜିକୁ ଠିକ୍ ୩ ବର୍ଷ ତଳେ … ମେ’ ୨୯, ୨୦୨୨ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଲଗାତାର ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ନବୀନ ପଟ୍ଟନାୟକ । ବିଶାଳ ଜନସମାବେଶ ଭିତରେ ନବୀନ ରେକର୍ଡ ୫ମ…

ରାଜ୍ୟସଭା ଯିବେ ଏହି ୪ପ୍ରାର୍ଥୀ, କେବଳ ଘୋଷଣାକୁ ଅପେକ୍ଷା … !

ଭୁବନେଶ୍ବର -: ନିଷ୍ପତ୍ତି ହୋଇ ସାରିଛ କେଉଁମାନଙ୍କୁ ରାଜ୍ୟସଭା ଟିକେଟ୍‌ ମିଳିବ । ପ୍ରାର୍ଥୀଙ୍କୁ ଚୟନ କରିସାରିଛନ୍ତି ବିଜେଡି ସୁପ୍ରିମୋ। ଦଳ ତରଫରୁ ୪ ଜଣଙ୍କୁ ଇସାରା ଦିଆଯାଇଛି। ନାମାଙ୍କନ ଭରିବା ପାଇଁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ବ୍ରଜରାଜନଗର…

ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି : ବିଜେଡି

ଭୁବନେଶ୍ୱର : ଆଜି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି ଏବଂ ନିଜ…

କ୍ଷମତାରେ ଅନ୍ଧ ହୋଇଯାଇଛି ବିଜେଡି, ଅଶାନ୍ତ ଓଡିଶା

ଭୁବନେଶ୍ୱର -: ‘କ୍ଷମତା ଅନ୍ଧ- ଉଦ୍ଦେଶ୍ୟ ମନ୍ଦ’ ଥିବା ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ‘କଥାରେ ଅହିଂସା-କାମରେ ହିଂସା’ ଏବଂ ଯାହା ବି ହେଉ- କ୍ଷମତା ରହୁ’ ନୀତି କାରଣରୁ ଓଡ଼ିଶା ଆଜି ପଶ୍ଚିମବଙ୍ଗ ମୁହାଁ ଆଡ଼େ ଗତି କରୁଛି ବୋଲି…

ପଶ୍ଚିମବଙ୍ଗ ଭଳି ଓଡିଶାରେ ହିସାଂର ଆଶ୍ରୟ ନେଉଛନ୍ତି ବିଜେଡି ନେତା, ମାରିଦେବାକୁ ବି ପଛାଉ ନାହାନ୍ତି

ଭୁବନେଶ୍ୱର -: ବିଜେଡି ଦଳରେ ପଶିଆସିଲାଣି ବେଙ୍ଗଲି ଢାଞ୍ଚା । ଚିଲିକାର ବିଜେଡି ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ବିଜେପିର…

ଚିଲିକା ବିଧାୟକଙ୍କ ସ୍ଥାନ ଜେଲରେ : ପୃଥ୍ୱୀରାଜ

ଭୁବନେଶ୍ୱର -: ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେବା ଘଟଣାରେ  ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ପୃଥ୍ୱୀରାଜ କହିଛନ୍ତି ।…

error: Content is protected !!