ଅଳିଆ ଉଠାଇବା ନାଁରେ ଖାଇଗଲେ ୧୧କୋଟି ,ବିଏମସିରେ ମହାସ୍କାମ

ଭୁବନେଶ୍ୱର -: ରାଜଧାନୀରୁ ଅଳିଆ ଉଠାଇବା ନାଁରେ ୧୧ କୋଟିର ଦୁର୍ନୀତି ମାମଲା ଲୋକୟୁକ୍ତରେ ଶୁଣାଣି ଚାଲିଥିବା ବେଳେ ଆଉ ବର୍ଷରେ ଏଭଳି ଅଳିଆ ପକା ଉଠାରେ ବିଏମ୍‌ସି ଖର୍ଚ୍ଚ କରିଥିବା ୨୪ କୋଟି ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି ଲୋକାଲ…

ଅଫିସର ରାଜର କୁପରିଣାମ ଭୋଗୁଛି ବି.ଏମ୍‌.ସି , ଅଡୁଆରେ ଜନପ୍ରତିନିଧି

ଭୁବନେଶ୍ୱର -: ତିନି ବର୍ଷ ଧରି ବିଏମ୍‌ସିରେ ଚାଲିଥିବା ଅଫିସର ରାଜ୍‌ର ଅନ୍ତ ହେବା ପରେ ଗତ ୯ ତାରିଖ ଠାରୁ ନବ ନିର୍ବାଚିତ ଜନ ପ୍ରତିନିଧିମାନେ ଶାସନ ଡୋର ନିଜ ହାତକୁ ନେଇଛନ୍ତି । ବର୍ଷ ବର୍ଷ ଧରି ନଗର…

ଦାୟିତ୍ୱହୀନ ବିଏମସି ! ବାୟୋ ମାଇନିଂ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଭୁବନେଶ୍ୱର -: ନାନା କଳ୍ପନାଜଳ୍ପନା, ବାଦବିବାଦ ପରେ ଜାନୁଆରି ଶେଷ ସୁଦ୍ଧା ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯୋଜନା ହୋଇଥିଲା । କେବଳ ଯୋଜନା ହୋଇନଥିଲା ବରଂ ଦୁଇଟି ସଂସ୍ଥାଙ୍କ ସହ ଚୁକ୍ତିନାମା କରିଥିଲା ବିଏମ୍‌ସି । ଉଭୟ ସଂସ୍ଥା…

ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି, ବି.ଏମ୍‌.ସିକୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର -: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି…