ଗୋ ଚାଲାଣ ପ୍ରସଙ୍ଗରେ ପୋଲିସ ଡିଜି, ରାଜ୍ୟ ଗୃହ ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ -: ଗୋ-ହତ୍ୟା ଓ ବେଆଇନ ଗୋ ଚାଲାଣ ରୋକିବା ପ୍ରସଂଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ…

ଆପଣଙ୍କ ଘରେ ଗାଇ କିମ୍ବା ମଇଁଷି ପାଳିଛନ୍ତି କି କରିଦିଅନ୍ତୁ ଲାଇସେନ୍ସ , ନହେଲେ ଗଣିବେ ଫାଇନ୍‌

ଜୟପୁର -: ସହରାଞ୍ଜଞ୍ଚଳରେ ଗାଈ ଘରେ ରଖିବା ପାଇଁ ରାଜସ୍ଥାନ ସରକାର ନୂତନ ନିୟମ ପ୍ରଣୟନ କରିଛନ୍ତି । ଆଜିଠାରୁ ରାଜ୍ୟରେ ଗୋପାଳନ ନିୟମ ଲାଗୁ ହୋଇଛି । ନିୟମ ଅନୁଯାୟୀ ସମସ୍ତ ଗାଈଙ୍କ କାନରେ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି…

୮୦ ଟଙ୍କା ମଜୁରିରେ କାମ କରୁଥିବା ଗାଇ ଚରାଳି ଆଜି କୋଟିପତି …

ଗାଈ ଚରାଳିରୁ କୋଟିପତି । ଦିନେ ଋଣ ଶୁଝିବାକୁ ସମସ୍ତ ଜମିବାଡ଼ି ବିକିବାକୁ ପଡିଥିଲା । ମାସକୁ ମାତ୍ର ୮୦ ଟଙ୍କା ମଜୁରିରେ ଗାଈ ଚରାଉଥିଲେ । ହେଲେ ଆଜି ସେ କୋଟିପତି । ମାସକୁ ହଜାରେ କି ୨ହଜାର ନୁହେଁ…

error: Content is protected !!