ବିକାଶର ବାଟ ଓଗାଳିଛି ନାଗାବଳୀ ନଦୀ : ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ

ଥୁଆମୂଳ ରାମପୁର -: ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ବିଜୁଳି ଓ ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧା ହିଁ ଅଞ୍ଚଳର ବିକାଶ ପଛର ବିଶେଷ ମହତ୍ତ୍ଵ ହୋଇଥାଏ।ଯହା ଏକ ସ୍ବାଧିନ ରାଷ୍ଟ୍ରର ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ପରିକଳ୍ପନା ହୋଇଥାଏ। କିନ୍ତୁ…

ପୁଣି ଲାଗିଲା ଖାକିରେ କଳଙ୍କର ଛିଟା, ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏ.ଏସ୍‌.ଆଇ

ଭବାନୀପାଟଣା,/ଥୁଆମୂଳ ରାମପୁର -: ପୁଣି ଖାକିରେ କଳଙ୍କର ଛିଟା ।୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥୁଆମୂଳ ରାମପୁର ଥାନାର ଏ.ଏସ୍‌.ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ।ମଙ୍ଗଳବାର ଭିଜିଲାନ୍ସ ଭବାନୀପାଟଣା ବସ୍ ଷ୍ଟାଣ୍ଡ ଠାରେ ଲାଲ୍…

ବିଜେଡିରେ ଅନ୍ତଃକନ୍ଦଳ, ଫାଇଦା ଆଶାରେ କଂଗ୍ରେସ ।

ଥୁଆମୂଳ ରାମପୁର,(ପ୍ରଦୀପ ପଣ୍ଡା) -: ଦିନକ ପରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଭୋଟ୍ ଗ୍ରହଣ।ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଚାଲିଛି ରଣକୌଶଳ।ଦଳୀୟ ସମର୍ଥନର ଶକ୍ତି ବଳରେ ପଦବୀ ହାତେଇବାରେ ଉଦ୍ୟମ ଚଳାଇଛନ୍ତି…

ବନପାଳଙ୍କ ଅଫିସ ଆଗରେ ବନ ସୁରକ୍ଷା ସମିତିର ଧାରଣା

କୋକସରା, କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଆମପାଣି ସେକ୍ସନ ବନପାଳଙ୍କ ନାଁ ରେ ଟଙ୍କା ଆତ୍ମସାତ ଅଭିଯୋଗ ସହ ଶ୍ରମିକଙ୍କ ପ୍ରାପ୍ୟ ଦାବିରେ ସୋମବାର ବନ ସୁରକ୍ଷା ସମିତି ପକ୍ଷରୁ ଆମପାଣି ବନପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଦେଇଛନ୍ତି…

ମଦ୍ୟପଙ୍କ ଆଡାସ୍ଥଳି ବ୍ଲକ କାର୍ଯ୍ୟାଳୟ, ବିଡିଓଙ୍କ ଭାଗିଦାରିରେ ଚାଲିଛି କି ମଦଭାଟି ?

କୋକସରା – ବ୍ଲକ କାର୍ଯ୍ୟାଳୟ ସାଧାରଣ ଜନତାଙ୍କ ସମସ୍ୟାର ସାମାଧାନ ପାଇଁ ଖୋଲିଥିବା ବେଳେ ବିଡିଓ ତାଙ୍କର ସହକର୍ମିଙ୍କୁ ନେଇ ଏଠାରେ କରୁଛନ୍ତି କଣ ? ରାଜନୈତିକ ଚେଲା ଚାମଣ୍ଡାଙ୍କୁ ନେଇ ମଦ ମାଂସର ଆସର ଜମାଉଥିବା କିଛି ଅଫିସରଙ୍କ ପଛରେ…

error: Content is protected !!
Verified by MonsterInsights