ଶନିବାର ପାଇଁ କଣ କଲେ ଆପଣଙ୍କ ଗ୍ରହ ଶନ୍ତି ରହିବ, ଶୁଭଫଳ ପ୍ରାପ୍ତି ହେବ ଆସନ୍ତୁ ଜାଣିବା

ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିଶା ପାଠ କରନ୍ତୁ ।

Advertisement


ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଜଳାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ ।


ଘରର ଗୁରୁଜନଙ୍କ ସହ ଭଲ ବ୍ୟବହାର କରନ୍ତୁ ।


ନୀଳ ଓ ଆକାଶୀ ରଙ୍ଗର ବସ୍ତ୍ର ଅଧିକ ପରିଧାନ କରନ୍ତୁ ।


କେଉଁ ସମୟରେ ଶନିଙ୍କ ଦୃଷ୍ଟି ଶୁଭ ଫଳ ପ୍ରଦାନ କରେ –


ଶନି ଯେଉଁ ସମୟରେ ମକର, କୁମ୍ଭରେ ରହିଲେ ତୁଳା ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ ।


ମେଷ, କର୍କଟ, ସିଂହ ରାଶିରେ ରହିଲେ ସେହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ ।


ଶନିଙ୍କ ଉପରେ ବୃହସ୍ପତି ଦୃଷ୍ଟି ରହିଲେ ସେହି ସମୟରେ ମଧ୍ୟ ଉତ୍ତମ ଓ ଶୁଭ ଫଳ ମିଳିଥାଏ ।


ଶନିଙ୍କ ଶୁଭ ଦୃଷ୍ଟି ପଡ଼ିବା ମାତ୍ରେ ବ୍ୟକ୍ତି ଜୀବନରେ ଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!