ତାଣ୍ଡବ ରଚିବ କାଳବୈଶାଖି ! ୮ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ପ୍ରଭାତ କୁମାର ମଲ୍ଲିକ) -: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୦ ତାରିଖ ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା…

ଆଦିବାସୀ ଉନ୍ନୟନ ସଂସ୍ଥାରେ ମହାଦୁର୍ନୀତି, ସୁଚନା ଅଧିକାରକର୍ମୀଙ୍କ ପ୍ରଶ୍ନବାଣରେ ମନ୍ତ୍ରୀ …

ସୁନ୍ଦରଗଡ଼ -: ବିଗତ ଦିନରେ ସୁନ୍ଦରଗଡ଼ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମହାଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଥିଲା । ଆଦିବାସୀଙ୍କ ପାଇଁ ଆସିଥିବା ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି । ଘଟଣାର ପ୍ରାଶାସନିକ…

ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ସୁମିତ ଓ ତପସ୍ୱିନ, ସଂପର୍କରେ ଆସିଲା କି ସୁଧାର !

କଟକ -: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ଦାଶ ଆଜି ହାଜର ହୋଇଥିଲେ । ଉଭୟ ଦିନ ୧୧ଟା ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଯାଇଥିଲେ । ଦିନ ପ୍ରାୟ ୧୧ଟା…

ନକ୍ସଲ ବିରୋଧି ତାଲିମ ବେଳେ ବି.ଏସ.ଏଫ୍‌. ଜବାନଙ୍କ ଉପରେ ଦାଉ ସାଧିଲା ଗଜରାଜ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୨

ଭୁବନେଶ୍ୱର – ନକ୍ସଲ ବିରୋଧୀ ତାଲିମ୍ ନେଉଥିଲେ ବିଏସଏଫ୍ ଯବାନ । କେମିତି ସ୍ପଟ୍‌ରେ ପହଞ୍ଚି ହେବ, ସେନେଇ ଏସ୍‌ଓଜି(ସ୍ପେସାଲ ଅପରେସନ ଗ୍ରୁପ୍‌) ପକ୍ଷରୁ ତାଲିମ୍ ଦିଆଯାଉଥିଲା । କିଟିମିଟି ଅନ୍ଧାର, ଘଞ୍ଚ ଜଙ୍ଗଲରେ ଚାଲିଥିଲା ଅପରେସନ୍ । ଏତିକି ବେଳେ…

error: Content is protected !!