ଚିଲିକା ଯିବେ ବିଧାନସଭାର ସମସ୍ତ ବିଧାୟକ ଓ ବାଚସ୍ପତି

Creat A Revolution

ଭୁବନେଶ୍ୱର -: ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ଚିଲିକା ବୁଲିବେ ବୋଲି ଜଣାଯାଇଛି । ସେଠାରେ କାଳିଜାଇ ମା’ଙ୍କୁ ଦର୍ଶନ କରିବା ପରେ ନୌସେନା ଦ୍ୱାରା ଚିଲିକାରେ ସ୍ୱତନ୍ତ୍ର ହେବାକୁ ଯାଉଥିବା ସମରାଭ୍ୟାସକୁ ଦେଖିବେ । ଏହାପରେ ସନ୍ଧ୍ୟାରେ ସେମାନେ ଭୁବନେଶ୍ୱରକୁ ଫେରିବେ ବୋଲି ଜଣାଯାଇଛି ।

Advertisement

ବିଧାନସଭାରୁ ସ୍ୱତନ୍ତ୍ର ବସ ଦ୍ୱାରା ଚିଲିକା ଯିବେ ସମସ୍ତ ବିଧାୟକ । ସୂଚନାଯୋଗ୍ୟ, ୨୦୨୦ ମସିହାରେ ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ପାରାଦୀପ ବନ୍ଦରକୁ ବୁଲିବାକୁ ଯାଇଥିଲେ । ସେମାନେ ନୌସେନାର ଯୁଦ୍ଧ ଜାହାଜରେ ସମୁଦ୍ର ଭିତରକୁ ଯାଇ ସେଠାରେ ହେଉଥିବା ସମରାଭ୍ୟାସକୁ ଦେଖିଥିଲେ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights