ଫାଟିଲା ମେଡିକାଲର ପାଇଖାନା ପାଇପ୍ , ଦୁର୍ଗନ୍ଧମୟ ପରିବେଶରେ ରୋଗୀ ହଟହଟା

କଳାହାଣ୍ଡି(ଜଗୁଲାଲ ମାଝୀ) – କଳାହାଣ୍ଡି ଜିଲ୍ଲା ଭବାନିପାଟଣାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ଆଜି ସକାଳୁ ପୁରୁଷ ୱାର୍ଡରେ ପାଇଖାନା ପାଇପ୍ ଫାଟିଯିବା ଫଳରେ ରୋଗୀ ଓ ରୋଗୀଙ୍କ ସଂମ୍ପର୍କିୟ ମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

Advertisement
watch video subscribe now

ପ୍ରକାଶ ଯେ ଆଜି ସକାଳେ ପୁରୁଷ ୱାର୍ଡ ନିକଟରେ ଥିବା ପାଇଖାନା ପାଇପ୍ ଅଚାନକ ପାଟି ପଡିଥିଲା ଯାହା ଫଳରେ ସମଗ୍ର ଅଞ୍ଚଳ ମଇଳା ପାଣିରେ ଭର୍ତି ହୋଇଯାଇଥିଲା । ଦୁଷିତ ପାଇଖାନାର ମଇଳା ପାଣିରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଥିଲା । ଏପରିକି ରୋଗୀ ମାନେ ତଳେ ଶୋଇ ଚିକିତ୍ସିତ ହୋଉଥିବା ରୋଗୀ ମାନଙ୍କୁ ସମସ୍ୟା ସୃଷ୍ଟି ହୋଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବା ପରେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ।

watch video subscribe now
Advertisement

Leave a Reply

Your email address will not be published. Required fields are marked *

error: Content is protected !!