ହଠାତ ଅସୁସ୍ଥ ହୋଇ ଟ୍ରକ ଡ୍ରାଇଭର ମୃତ୍ୟୁ

କଳାହାଣ୍ଡି(ଜଗୁଲାଲ ମାଝୀ) – ଆଜି ମଦନପୁର ରାମପୁର ଚାରିଛକରେ ଅଟକିଥିବା ଗୋଟିଏ ଟ୍ରକ ଡ୍ରାଇଭର ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛି ସୂଚନା ଅନୁଯାୟୀ ଟ୍ରକ ( OD-07P 9147) ସେ ଟ୍ରକରେ କୋଇଲା ନେଇ ତାଳଚେରରୁ ରାୟଗଡା ଯାଉଥିଲା । କିନ୍ତୁ ହଠାତ ତାର ମୃତ୍ୟୁ ଘଟିଛି, ଡ୍ରାଇଭର ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର (ଝାଡ଼ୁ ସାହି )ର ସୁଶାନ୍ତ ନାଏକ ବୋଲି ଜଣା ପଡ଼ିଛି । ପୋଲସର ତଦନ୍ତ ଜାରିରହିଛି

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!