ଆପଣ ଚିକେନ ଖାଉଛନ୍ତି କି ହେଇଯାଆନ୍ତୁ ସାବଧାନ, ପଡିପାରନ୍ତି ଏହି ବଡ ଭୟାନକ ରୋଗରେ

କୁକୁଡାଙ୍କ ପ୍ରତି ବିପଦ ବଢିବାରେ ଲାଗିଛି । ବିଶ୍ୱକୁ ମହାମାରୀ କବଳିତ କରିରଖିଛି । କେତେବେଳେ କୋଭିଡ ମୁଣ୍ଡ ପରେ ମୁଣ୍ଡ ନେଉଥିବା ବେଳେ ଟମାଟୋ ଫ୍ଲୁ ଶିଶୁଙ୍କୁ ଗ୍ରାସ କରୁଛି । ଏବେ କୁକୁଡାକୁ ଇନଫ୍ଲୁଏଞ୍ଜା ଏ ଭାଇରସ ବ୍ୟାପି ଥିବାରୁ ମୃତ୍ୟୁ ହେଉଛି ।

Advertisement

ଫଳରେ କୁକଡାଙ୍କ ସଂଖ୍ୟା କମିବାରୁ ରେଟ୍ ଏବେ ବଢିବାରେ ଲାଗିଛି । ଏହି ରୋଗ କୁକୁଡା ଠାରୁ ମଣିଷ ଶରୀରକୁ ବ୍ୟାପିଥିବାର ସନ୍ଦେହ କରାଯାଉଛି । ଏହି ଭାଇରସ ମଣିଷ ଦେହକୁ ଗଲେ ଧିରେଧିରେ ମଣିଷ ଦୁର୍ବଳ ହେବା ଅଣନିଶ୍ୱାସୀ ହୋଇ ମୃତ୍ୟୁମୁଖରେ ପଡିଥାଏ । ତେଣୁ ଚିକେନ ଖାଉଥିଲେ ସାବଧାନ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!