ଆପଣଙ୍କ ସ୍ତ୍ରୀଙ୍କ ପାଖରେ ଏହି ଗୁଣ ରହିଛି କି ? ତେବେ ଆପଣ ଭାଗ୍ୟଶାଳୀ , ଭଗବାନ ଆପଣଙ୍କ ଘରେ ବିରାଜମାନ କରିବେ …

ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ପଛରେ ଜଣେ ମହିଳାଙ୍କର ହାତ ଥାଏ । ଯଦି ଜଣେ ମହିଳା ଚାହେଁ କେବଳ ଆପଣଙ୍କୁ ନୁହେଁ ପୁରା ପରିବାରକୁ ଓଲଟ ପଲଟ କରିଦିଏ । ଚାଣକ୍ୟଙ୍କ ଅନୁଯାୟୀ ଏମିତି ପତ୍ନୀ ଥିଲେ ଘର ସ୍ୱର୍ଗ ପରି ହୋଇଥାଏ । ଆସନ୍ତୁ ଜାଣିବା କ’ଣ କୁହନ୍ତି ଚାଣକ୍ୟ ସେହି ମହିଳାଙ୍କ ବିଷୟରେ ଯାହା ପାଇଁ ପତ୍ନୀ ନିଜକୁ ଭାଗ୍ୟଶାଳୀ ଭାବିଥାନ୍ତି ।

Advertisement

୧. ଯାହାଙ୍କ ଇଚ୍ଛା ସୀମିତ :

ଚାଣକ୍ୟ କହିଛନ୍ତି ଯେଉଁ ସ୍ତ୍ରୀଙ୍କ ଇଚ୍ଛା ସୀମିତ, ତାଙ୍କର ପତ୍ନୀ ସବୁଠୁ ଅଧିକ ଭାଗ୍ୟବାନ । ବହୁବାର ଦେଖାଯାଇଛି ମହିଳାଙ୍କ ଇଚ୍ଛା ପୂରଣ କରିବାପାଇଁ ପତି ବହୁତ ଭୁଲ କାମ କରିଥାନ୍ତି । ଏଥିପାଇଁ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଯଦି ସ୍ତ୍ରୀ ଅଳ୍ପରେ ସନ୍ତୁଷ୍ଟ ହୋଇଥାନ୍ତି ତେବେ ତାଙ୍କ ପତି ସୁଖି ହୋଇଥାନ୍ତି ।

୨. ଶିକ୍ଷିତ-ସଂସ୍କାରୀ ଓ ଗୁଣବାନ :

ମହିଳା ପୁରା ପରିବାର ପାଇଁ ଦୀପ ସଦୃଶ ହୋଇଥାନ୍ତି । ଯଦି ସେ ସଂସ୍କାରୀ ଓ ଗୁଣବାନ ହୋଇଥାନ୍ତି ତେବେ ତାଙ୍କର ପରିବାର ବହୁତ ସୁଖି ଜୀବନ ବିତାଇଥାନ୍ତି । ଏପରି ପୁରୁଷ ବହୁତ ଭାଗ୍ୟଶୀଳ ହୋଇଥାନ୍ତି ଯାହାଙ୍କ ପାଖରେ ଏମିତି ପତ୍ନୀ ଥାଆନ୍ତି ।

୩. ମଧୁର କହୁଥିବା ପତ୍ନୀ :

ଚାଣକ୍ୟଙ୍କ ଅନୁଯାୟୀ ଯଦି ଆପଣଙ୍କ ପତ୍ନୀ ମଧୁର କହୁଥିବେ ତେବେ ଆପଣଙ୍କ ଠାରୁ ଭାଗ୍ୟବାନ ଆଉ କେହି ନାହାଁନ୍ତି । ଏମିତି ଗୁଣ ବାଲି ସ୍ତ୍ରୀ ସହ ବିବାହ କଲେ ଜୀବନ ସୁଖ ଶାନ୍ତିରେ ବିତିଥାଏ । ଏମତି ପତ୍ନୀ ଥିଲେ ପଡୋଶୀଙ୍କ ସହ ମଧ୍ୟ ଭଲ ପଡିଥାଏ । ପରିବାରର ପ୍ରଶଂସା ସବୁଠି ହୋଇଥାଏ ।

୪. ଶାନ୍ତ ସ୍ୱଭାବ :

ମହିଳାଙ୍କ କ୍ରୋଧ ସବୁକୁ ଜାଳି କରି ରଖି ଦେଇଥାଏ । ଶାନ୍ତ ମହିଳ ଲକ୍ଷ୍ମୀଙ୍କ ସ୍ୱରୁପ ହୋଇଥାନ୍ତି । ଯେଉଁ ପୁରୁଷଙ୍କୁ ଶାନ୍ତ ସ୍ୱଭାବ ପତ୍ନୀ ମିଳନ୍ତି ସେହି ଘରେ ସୁଖ ଶାନ୍ତି ବିରାଜିବା ସହ ଘର ସ୍ୱର୍ଗ ପରି ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!