ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍

ଭୁବନେଶ୍ବର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଓଡିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ ଅଭିନେତା ସୋନୁ ସୁଦ । ନବୀନ ନିବାସରେ ହେଲା ଭେଟଘାଟ। ଏହି ସମୟରେ ସୋନୁ କହିଛନ୍ତିକି କରୋନା ସମୟରେ କେନ୍ଦ୍ରାପଡ଼ାର ୭୦ରୁ ଅଧିକ ପିଲାଙ୍କୁ ଓଡିଶା ଆଣିବାରେ ସେ ସହାୟତା କରିଥିଲେ ।

Advertisement

ସେ ସମୟରେ ନିଜେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଦେଇଥିଲେ । କିନ୍ତୁ ତାହା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟ ହେବା ପାଇଁ ସୋନୁଙ୍କୁ କେବେ ସୁଯୋଗ ମିଳିନଥିବାରୁ ଟିକେ ସୁଯୋଗ ମିଳିବାରୁ ଚଳିତ ଥର ସେ ଓଡିଶା ଆସିଛନ୍ତି । ସୋନୁ ଏହା ମଧ୍ୟ କହିଛନ୍ତିକି ଓଡ଼ିଶାର ପାଣି ପବନ ତାଙ୍କର ଖୁବ ପସନ୍ଦ । ଅଭିନେତା ତଥା ଜଣେ ଦକ୍ଷ ସମାଜସେବୀ ଭାବେ ଜଣା ସୋନୁ ସୁଦ୍‌ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭାବନାରେ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ୍‌ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!