ଏଥର ବାଚସ୍ପତି ପଦରେ ବସିବେ ମହିଳା, ଚର୍ଚ୍ଚାରେ ପ୍ରମିଳା ଓ ଉଷା

ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ଇସ୍ତଫା ପରେ କିଏ ହେବେ ରାଜ୍ୟ ବିଧାନସଭାରେ ନୂଆ ବାଚସ୍ପତି । ଚର୍ଚ୍ଚା ହେଉଛି ଜଣେ ବରିଷ୍ଠ ବିଧାୟିକାଙ୍କୁ ବାଚସ୍ପତି ପଦରେ ବସାଇ ପାରନ୍ତି ମୁଖ୍ୟମନ୍ତ୍ରୀ ।

Advertisement

ଏଥିପାଇଁ ପ୍ରମିଳା ମଲ୍ଲିକ ଓ ଉଷା ଦେବୀଙ୍କ ନାଁ ଚର୍ଚ୍ଚାରେ ରହିଛି । ଏମାନେ ବହୁ ବର୍ଷ ଧରି ବିଧାୟିକା ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି । ଏଥିସହ ବିଭିନ୍ନ ବିଭାଗର ମନ୍ତ୍ରୀ ବି ଥିଲେ । ଅଭିଜ୍ଞତା ଆଧାରରେ ସେମାନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!