ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର -: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏବେ ସାମାନ୍ୟ ଆଶ୍ବସ୍ତି ନେଇ ଆସୁଛି ବର୍ଷା। ଆଗାମୀ ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଓଡ଼ିଶାର ୧୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା…

ଜୁନ୍ ୧୧ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଉନ୍ନତି ପାଇଁ ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ। ବୃଷ: ବାଲ୍ୟବନ୍ଧୁଙ୍କ ଠାରୁ ଫୋନ ଆସିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ। ବାକିଥିବା ସବୁ…

ବିଜେପି ଅଫିସକୁ ଜାଳିଦେଲେ ବିକ୍ଷୋଭକାରୀ …

ପ୍ରଫେଟ୍ ବିବାଦକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳ ବିଶେଷକରି କୋଲକାତାରେ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି । ନମାଜ ପରେ ମୁସଲିମ ସଂପ୍ରଦାୟରେ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହ ପଥର ମାଡ଼ କରିଛନ୍ତି । ହାଓ୍ବଡ଼ାର ଉଲୁବେରିଆଠାରେ ଥିବା…

ମୋବାଇଲ୍ ପାଇଁ ଭାଇ-ଭଉଣୀଙ୍କ କଳିରେ ବଳିପଡିଗଲା ଭଉଣୀ

ରାଉରକେଲା -: ମୋବାଇଲ କଳିରୁ ଚାଲିଗଲା ଛାତ୍ରୀଙ୍କ ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ଡି ସେକ୍ଟର କ୍ବାଟର୍ସ ସଂଖ୍ୟା ୧୯୮ରେ। ମୃତ ଛାତ୍ର ଜଣକ ହେଲେ ଜୟା ମହାତୋ। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ…

ଟିକେଟ୍ କରିଥିଲେ ବି ବାରବାଟୀରେ ଖେଳ ଦେଖିପାରିବେନି ଦର୍ଶକ, ଆସିଲା ଏଭଳି ନିୟମ : ନଜର ରଖିବେ K-9 ସ୍କ୍ଵାର୍ଡ

କଟକ -: ବାରବାଟୀ ବ୍ୟାଟଲ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ପିଚ୍‌ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ୧୨ ତାରିଖରେ ମ୍ୟାଚ ପାଇଁ କାଲି ଉଭୟ ଦଳର ଖେଳାଳି ଷ୍ଟାଡିୟମରେ କରିବେ ପ୍ରାକ୍‌ଟିସ୍‌। ଏହା ପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ…

ଦେଶର ସମସ୍ତ ମହିଳାଙ୍କୁ ମାଗଣାରେ ସିଲେଇ ମେସିନ ଯୋଗାେଇବ ମୋଦି ସରକାର, ଜାଣନ୍ତୁ କେମିତି ପାେଇବ ଏହି ସୁବିଧାର ଲାଭ

ଦେଶର ମହିଳା ମାନଙ୍କୁ ସରକାର ମାଗଣାରେ ସିଲେଇ ମେସିନ ଯୋଗେଇ ଦେଉଛନ୍ତି । କେନ୍ଦ୍ର ସରକାର ଦେଶର ମହିଳା ମାନଙ୍କୁ ଅଧିକ ସୁଦୃଢ ତଥା ଆର୍ଥିକ ରୂପେ ସଶକ୍ତ କରିବା ପାଇଁ ଅନେକ ସ୍କିମ ମାନ ପୂର୍ବରୁ ଲଞ୍ଚ କରିଛନ୍ତି ।…

ଅଣକଳାକାରଙ୍କୁ ମିଳୁଛି କଳାକାର ଭତ୍ତା, PC କାରବାର ନେଇ ଉଠିଲା ଅଭିଯୋଗ

ଖୋର୍ଦ୍ଧା -: ବୋଲଗଡ଼ ବ୍ଲକର BKSS ଉପସଭାପତି ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି। କଳାକାର ପ୍ରମାଣପତ୍ର ସହିତ ଭତ୍ତା କରାଇ ଦେବାକୁ କହି ଅଣକଳାକାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ।…

ମାଲକାନଗିରିରୁ ଜବତ ହେଲା ୯୪୦ କିଲୋ ଗଂଜେଇ, ୩ ଗିରଫ : ତେଲେଙ୍ଗାନା ଚାଲାଣ ବେଳେ ମାଡିବସିଲା ପୋଲିସ

ମାଲକାନଗିରି -: ପୁଲିସକୁ ମିଳିଛି ବଡ ସଫଳତା। ଗଂଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍‌ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ…

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ନବୀନ ? ବିଜେପି ନା’ କଂଗ୍ରେସ

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି।…

Pin Up Casino App: Download apk for Android and iOS 202

Pin Up Casino App: Download apk for Android and iOS 2023 Pin Up App Download for Android apk for Casino and Sports Betting Content Benefits of using and playing through…

error: Content is protected !!