ସାଲେପୁରରେ ବିଳମ୍ବିତ ରାତ୍ରରେ ଭୟାବହ ଅଗ୍ନିକାଣ୍ଡ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: କାଲି ବିଳମ୍ବିତ ରାତ୍ରରେ ସାଲେପୁର ବ୍ଲକ ଅନ୍ତର୍ଗତ ସିଢୋ ପଞ୍ଚାୟତର କାଳିଦହି ଗ୍ରାମର ଗୋପୀନାଥଙ୍କ ପୃଷ୍ଟିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ତାଙ୍କର ୩ ବଖରା ଘର ସମ୍ପୂର୍ଣରୂପେ ଜଳିପୋଡି ପାଙଶ ହେବା ସହିତ ବହୁ ସାମଗ୍ରୀ ଓ ଆସବାସ ପତ୍ର ଜଳିଯାଇଛି ।ଏହି ନିଆଁକୁ ଗ୍ରାମବାସୀ ମାନେ ଆୟତ କରିବାକୁ ଚେଷ୍ଟା କରିଥିଲେ ଓ ସାଲେପୁର ଦମକଳ କେନ୍ଦ୍ରକୁ ଫୋନ କରିଥିଲେ ।ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ ।ନିଆଁ କେଙ କାରଣରୁ ଲାଗିଥିଲା ତାହା ଏବେ ଅସ୍ପଷ୍ଟ ଅଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!