ଅଗଷ୍ଟ ୯ ମଙ୍ଗଳବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ …

ଆଜି ଅଗଷ୍ଟ ୯ ତାରିଖ, ମଙ୍ଗଳବାର, କର୍କଟ ୨୪ ଦିନ, ଶ୍ରାବଣ ଶୁକ୍ଳ ଦ୍ୱାଦଶୀ ସଂ.ଘ.୫.୪୪ମି., ମୂଳା ନକ୍ଷତ୍ର ଦି.ଘ.୧୨.୪୫ମି., ଧନୁ ଚନ୍ଦ୍ର ଅହୋରାତ୍ର ।

Advertisement

ପର୍ବପର୍ବାଣି- ଅଗଷ୍ଟ କ୍ରାନ୍ତି ଦିବସ


ମେଷ- ଆଜି ଆଣ ଦୁଃସାହସିକ କାମକରି ପ୍ରଶଂସିତ ହେବେ । ।ନିାତ୍ରାରେ ନିଜକୁ ସାମିଲ କରି ଖୁସି ଅନୁଭବ କରିବେ । ବ୍ୟବସାୟରେ ଧନାଗମ ୋଗ ରହିଛି । ପାରିବାରିକ ଜୀବନରେ ହସଖୁସି ଲାଗି ରହିବ । ବ୍ୟବସାୟରେ ଆଶାନୁରୂପ ଶଫଳ ହେବେ । କୌଣସି ବନ୍ଧୁଙ୍କ ଠାରୁ ସହେ ଶଫଳ ହେବେ । କୌଣସି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାଦେବଙ୍କୁ ମଧୁରେ ସ୍ନାନ କରାନ୍ତୁ ।


ବୃଷ- ଆଜି ସ୍ୱାସ୍ଥ୍ୟ ୍ରତି ସତର୍କ ରହନ୍ତୁ । ଅଥାରେ ଧନବ୍ୟୟ ୋଗ ରହିଛି । ପାରିବାରିକ ଜୀବନ ସାମାନ୍ୟ କଳହ ଦେଖାଦେବ । ଅ୍ରିୟ କଥାକହି ମତାନ୍ତର ହେବେ । ବ୍ୟବସାୟରେ ରିଶ୍ରମ ତୁଳନାରେ ଆଶାନୁରୂ ଫଳ ମିଳିବ ନାହିଁ । ଦିନଟିକୁ ମଙ୍ଗଳମୟ କରିବାପାଇଁ ମହାଦେବଙ୍କୁ ଜଳାଭିଷେକ କରନ୍ତୁ ।


ମିଥୁନ- ଆଜି ଆଣଙ୍କ ମନ ଚଞ୍ଚଳ ରହିବ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଲାଭଯୋଗ ରହିଛି । ୍େରମିକମାନଙ୍କ ।ଇଁ ଦିନଟି ମଙ୍ଗଳମୟ ହେବ । ପାରିବାରିକ ଜୀବନରେ ଖୁସି ଅନୁଭବ କରିବେ । ଦିନଟିକୁ ମଙ୍ଗଳମୟ କରିବାାଇଁ ଦେବାଧିଦେବ ମହାଦେବଙ୍କ ମନ୍ଦିରକୁ ଯାଇ ଦର୍ଶନ କରନ୍ତୁ ।


କର୍କଟ- ଆଜି ଆଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ୍େରରଣା ଯୋଗାଇବ । କୌଣସି ବନ୍ଧୁଙ୍କ ଗୃହକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାଦେବଙ୍କର ମହାମୃତୁ୍ୟଞ୍ଜୟ ମନ୍ତ୍ର ପାଠ କରନ୍ତୁ ।


ସିଂହ- ଆଜି ରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପରିଶ୍ରମର ସୁଫଳ ପାଇବେ । ବିଶେଷ ଯାତ୍ରାକୁ ବାତିଲ କରନ୍ତୁ । ଅନେକ ଗୁପ୍ତ ଶତ୍ରୁ ମାନସିକ ଆଘାତ ଦେଇ ପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ଶିବ ମନ୍ଦିରରେ ୧୧ଟି ବେଳପତ୍ର ଅର୍ଣ କରନ୍ତୁ ।


କନ୍ୟା- ଆଜି ଶାରିରୀକ ସମସ୍ୟାରେ ପୀଡିତ ରହିବେ । ପାରିବାରିକ ଜୀବନରେ ମନୋମାଳିନ୍ୟ ରହିବ । ସଂଚିତ ଅର୍ଥ ବ୍ୟୟୋଗ ରହିଛି । କର୍ମ କ୍ଷେତ୍ରରେ ଚିନ୍ତିତ ରହିବେ । ବବହାସୟରେ ସହୋଗୀମାନେ ଅସହଯୋଗ କରିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାଦେବଙ୍କୁ ଦର୍ଶନ କରନ୍ତୁ ।


ତୁଳା- ଆଜି ଆଣଙ୍କ ରାଶିରେ ନୂତନ କର୍ମକ୍ଷେତ୍ର, ଅର୍ଥ ଓ ଶ ପାଇବେ । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଦେହ ଓ ମନ ସୁସ୍ଥ ରହିବ । ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ । ନୂତନ ଯାନବାହାନ କ୍ରୟ ୋଗ ଅଛି । ଦିନଟି ମଙ୍ଗଳମୟ କରିବା ପାଇଁ ଶିବ ମନ୍ଦିରକୁ ଯାଇ ୧୦୮ ବେଳପତ୍ର ଅର୍ଣ କରନ୍ତୁ ।


ବିଚ୍ଛା- ଆଜି ଲକ୍ଷ୍ୟ୍ରାପ୍ତି ପାଇଁ ଆଗକୁ ବଢ଼ିଚାଲିବେ । କର୍ମକ୍ଷେତ୍ର ଓ ବ୍ୟବସାୟରେ ବହୁ ଦିଗରୁ ସୁୋଗ ଆସିବ । ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖାଗଲେ ମଧ୍ୟ ସୁଖୀ ରହିବେ । ପ୍ରିୟ ବନ୍ଧୁଙ୍କ ସହୋଗରେ ଦୂରଯାତ୍ରା ଯୋଗରହିଛ । ଦିନଟିକୁ ମଙ୍ଗଳମୟ କରିବାାଇଁ ଶିବଙ୍କ ଞ୍ଚାକ୍ଷରୀ ମନ୍ତ୍ର ଜ କରନ୍ତୁ ।


ଧନୁ- ଆଜି ରିଶ୍ରମ ତୁଳନାରେ ଆୟ କମ୍ ହେବ । ପାରିବାରିକ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । କର୍ମ କ୍ଷେତ୍ରରେ ଅପମାନିତ ହେବେ । ପ୍ରିୟବନ୍ଧୁ ଆପଣଙ୍କ ମନରେ ଦୁଃଖ ଦେବେ । ସଂଚିତ ଧନ ବ୍ୟୟହେବାର ସମ୍ଭାବନା ରହିଛି । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାଦେବଙ୍କୁ ନଡିଆ ଅର୍ଣ କରନ୍ତୁ ।


ମକର- ଆଜି ପରିବାରେ ଅନ୍ୟମାନଙ୍କ ସହିତ ମନାନ୍ତର ଓ ମତାନ୍ତର ୋଗୁଁ ବିବ୍ରତ ହେବେ । ଭୂମି ସମ୍ବନ୍ଧୀୟ ଚିନ୍ତାରେ ଚିନ୍ତିତ ରହିବେ । କର୍ମ କ୍ଷେତ୍ରରେ ଅଥାରେ ଦୋଷୀ ହେବେ । ବନ୍ଧୁଙ୍କ ଠାରୁ ମାନସିକ ଚାପଗ୍ରସ୍ତ ରହିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ଶିବ ମନ୍ଦିରରେ ଜଳାଭିଷେକ କରନ୍ତୁ ।


କୁମ୍ଭ- ଆଜି ଆଣଙ୍କ ରାଶି ପାଇଁ କଲ୍ୟାଣକାରୀ ଶୁଭ ୋଗ ରହୁଛି । ବ୍ୟବସାୟରେ ଲାଭବାନ ରହିବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଯାନିାତ୍ରାରେ ନିଜକୁ ସାମିଲ କରିବେ । ୍େରମ କ୍ଷେତ୍ରରେ ସଫଳ ହେବେ । ଲକ୍ଷପ୍ରାପ୍ତି ।ଇଁ ବନ୍ଧୁମାନଙ୍କ ସହଯୋଗ ମିଳିବ । ଦିନଟିକୁ ମଙ୍ଗଳମୟ କରିବାାଇଁ ଉମା ମହେଶ୍ୱରଙ୍କୁ ଧ୍ୟାନ କରନ୍ତୁ ।


ମୀନ- ଆଜି େକୌଣସି ସୂତ୍ରରୁ ଧନପ୍ରାପ୍ତି ୋଗ ରହିଛି । ନୂତନ ଦ୍ରବ୍ୟାଦି କ୍ରୟ ଯୋଗ ରହିଛି । ପାରିବାରିକ ଜୀବନରେ ବ୍ୟସ୍ତତା ଲାଗିରହିବ । ବ୍ୟବସାୟରେ ଲାଭବାନ ହେବେ । ଗୁପ୍ତଶତ୍ରୁ ଉପରେ ବିଜୟୀ ହେବେ । ଦିନଟି ମଙ୍ଗଳମୟ କରିବା ।ଇଁ ମହାଦେବଙ୍କ ପାଖରେ ଦୀପଟିଏ ସର୍ମଣ କରନ୍ତୁ ।


Advertisement

Leave a Reply

Your email address will not be published. Required fields are marked *

error: Content is protected !!