ଚୈାଦ୍ୱାରରେ ଲକ୍ଷ୍ମୀପୂଜା ଭଷାଣୀ ବେଳେ ଅଘଟଣ, କେନାଲରେ ଭାସିଗଲେ ୩

କଟକ -: ଚୌଦ୍ୱାର ସ୍ଥିତ ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ ହୋଇଥିବାର ଖବର ମିଳିଛି। ଗତକାଲି ଲଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ରହିଛି। ପ୍ରଥମେ ଜଣେ ଭାସିଯିବାରୁ ଉଦ୍ଧାର ପାଇ ଯାଇ ଫସିଥିଲେ ଏହି ୩ ଜଣ। ସେମାନଙ୍କ ଭିତରୁ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଅନ୍ୟ ୩ ଜଣଙ୍କ କୌଣସି ପତ୍ତା ମିଳି ପାରୁନି। ଅଗ୍ନିଶମ, ଓଡ୍ରାଫ ଓ ପୁଲିସ  ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!