ଗୁଆର ଏପରି ଭାବରେ କରନ୍ତୁ ବ୍ୟବହାର, ମା ଲକ୍ଷ୍ମୀ ହେବେ ସନ୍ତୁଷ୍ଟ … ହୋଇବ ଧନର ବର୍ଷା

ଗୁଆକୁ ସାଧାରଣ ଭାବେ କିଛି ଲୋକ ପାନରେ ଖାଇଥାନ୍ତି। ସେପରି ପୂୂଜା ପାଠରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ତେବେ ପୂଜାରେ ବ୍ୟବହାର ହେଉଥିବା ଏହି ସବୁ ଗୁଆର ଆକାର ଛୋଟ ହୋଇଥାଏ। ତେବେ ଛୋଟ ହୋଇଥିଲେ ମଧ୍ୟ ଏହାର ଅନେକ…

ଏଥର ରଜ ହେବ ପୂରା ରଙ୍ଗୀନ, ୨ବର୍ଷର କଟକଣାର ଅବସାନ ପରେ ପ୍ରକୃତୀ ରାଣୀ ରଜ ପାଗ ଆରମ୍ଭ କରିଦେଇଛି

ପୁଣି ଥରେ ପୋଡ଼ ପିଠା ମହକରେ ମହମହ ବାସିବ ସହର। ପାନର ଲାଲ୍‌ପଣ ଜିଭ ଓ ଓଠରେ ଝଲସିବ। ଦୋଳିରେ କୁଆଁରୀ ଝୁଲିବେ। ସମବେତ ସ୍ବରରେ ନହେଲା ନାହିଁ, ଟେପ୍‌ ରେକର୍ଡରୁ ଭାସି ଆସିବ ପାରମ୍ପରିକ ‘ବନସ୍ତେ ଡାକିଲା ଗଜ.. ବରଷକେ…

ପରିବାରରେ କାହାର ମୃତ୍ୟୁ ଘଟିଲେ ଏସବୁ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ହେବ ଏଭଳି ସମସ୍ୟା

ଯେତେବେଳେ ଘରେ କାହାର ମୃତ୍ୟୁ ଘଟେ, ସେତେବେଳେ ୧୩ ଦିନ ଯାଏଁ ଗରୁଡ଼ ପୁରାଣ ପାଠ ରଖାଯାଏ। ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଆତ୍ମା ତୁରନ୍ତ ପୁନର୍ଜନ୍ମ ନେଇଥାନ୍ତି। କାହାକୁ ୩ ଦିନ ଲାଗେ ତ ଆଉ କାହାକୁ ୧୦ରୁ ୧୩ ଦିନ…

ଯୋଗିନୀ ଏକାଦଶୀ ବ୍ରତ କରନ୍ତୁ , ଆସନ୍ତୁ ଜାଣିବା ଏହି ବ୍ରତର ମାହାତ୍ମ୍ୟ

ଯୋଗିନୀ ଏକାଦଶୀ ଶୁଭ ମୁହୂର୍ତ୍ତ ଯୋଗିନୀ ଏକାଦଶୀ ଶୁକ୍ରବାର ୨୪ ଜୁନ୍‌କୁ ପଡୁଛି। ଏକାଦଶୀ ବ୍ରତ ଆରମ୍ଭ ୨୩ ଜୁନ୍‌ ରାତି ୯ଟା ୪୧ ମିନିଟରୁ କରିବାକୁ ହେବ। ଯାହା ୨୪ ଜୁନ୍‌ ରାତି ୧୧ଟା ବାଜି ୧୨ ମିନିଟରେ ସମାପ୍ତ…

ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ, ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ହନୁମାନ

ସମ୍ବଲପୁର -: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର। ଆଜି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମ୍ବଲପୁର ସହର। ଗତକାଲି ରାତିରେ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ କରାଯାଇଛି ନିମନ୍ତ୍ରଣ। ଗୁରୁବାର ଦିନ…

ସାବିତ୍ରୀ ବ୍ରତ ଉପବାସରେ ଏହି କାହାଣୀ ପଢନ୍ତୁ, ଆପଣ ଏହି ୨ଟି ଲାଭ ପାଇବେ

ପ୍ରତିବର୍ଷ ଜ୍ୟେଷ୍ଠ ଅମାବାସ୍ୟାରେ ସାବିତ୍ରୀ ବ୍ରତ ଉପବାସ ପାଳନ କରାଯାଏ । ଏହି ବର୍ଷ ସାବିତ୍ରୀ ବ୍ରତ ସୋମବାର, ମେ ୩୦ ଆଜିର ଦିନରେ ପଡୁଛି । ଏହି ଦିନ, ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ଉପବାସ…

ଆଜି ଜଳକ୍ରିଡା ଏକାଦଶୀରେ ପଡ଼ୁଛି ଅନେକ ଶୁଭ ଯୋଗ, ଭୁଲରେ ବି କରନ୍ତୁନି ଏସବୁ କାମ

ହିନ୍ଦୁ ପାଞ୍ଜି ଅନୁସାରେ, ପ୍ରତି ବର୍ଷ ମୋଟ୍‌ ୨୪ଟି ଏକାଦଶୀ ପଡ଼େ। ଏଭଳି ଭାବେ ଗୋଟିଏ ମାସରେ ଦୁଇ ଥର ଏକାଦଶୀ ପଡ଼େ। ପ୍ରଥମଟି କୃଷ୍ଣ ପକ୍ଷରେ ଓ ଅନ୍ୟଟି ଶୁକ୍ଳ ପକ୍ଷରେ। ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ…

ଉପାସରେ ଠାକୁର : ୪୪,୫୦୦ ଏକର ଜମି ଜବର ଦଖଲରେ,ପ୍ରଶାସନ ପାଇଁ କଣ୍ଟା ସାଜିଛି ଏହି ୩ମହଲା କୋଠା

ମୟୂରଭଞ୍ଜ/ବାରିପଦା -: ମୟୂରଭଞ୍ଜ ଜିଲ୍ଲାରେ ବହୁ ପୁରାତନ ମଠମନ୍ଦିର ନାଁରେ ରହିଛି ବିପୁଳ ପରିମାଣର ଭୂସମ୍ପତ୍ତି । ହେଲେ ଉପାସରେ ରହୁଛନ୍ତି ଠାକୁର । ଅର୍ଥ ଅଭାବରୁ ନୀତିକାନ୍ତି ବି ଠିକ୍‌‌ ଭାବେ ହୋଇପାରୁନି । ସାରା ଜିଲ୍ଲାରେ ଠାକୁରଙ୍କର ପାଖାପାଖି…

ଆଜି ସଙ୍କଷ୍ଟି ଚତୁର୍ଥୀ: ଦୂବର ଏହି ଚମତ୍କାରୀ ଉପାୟରେ କରନ୍ତୁ ଭଗବାନଙ୍କ ଗଣେଶଙ୍କ ପୂଜା; ପୂରଣ ହେବ ସବୁ ମନୋକାମନା

ଆଜି ହେଉଛି ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଆଜିର ଦିନକୁ ଏକଦନ୍ତ ସଙ୍କଷ୍ଟି ଚତୁର୍ଥୀ ରୂପେ ପାଳନ କରାଯାଇଥାଏ। ଏହି ଦିନ ବିଘ୍ନ ବିନାଶକ ଗଣେଶଙ୍କ କୃପା ପାଇବା ପାଇଁ ଖାସ୍‌ ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତମାନେ ସଙ୍କଷ୍ଟି ଚତୁର୍ଥୀ ବ୍ରତ…

ବୈଶାଖ ବା ବୁଦ୍ଧ ପୂର୍ଣ୍ଣିମାରେ କରନ୍ତୁ ଏହି କାର୍ଯ୍ୟ ଦୂର ହେବ ଦାରିଦ୍ର୍ୟ; ଜାଣନ୍ତୁ କ’ଣ ରହିଛି ଧାର୍ମିକ ମାହାତ୍ମ୍ୟ…

ଆଜି ହେଉଛି ବୈଶାଖ ପୂର୍ଣ୍ଣିମା । ବୈଶାଖ ମାସକୁ ଏକ ଅତି ପବିତ୍ର ମାସ ଭାବରେ ବିବେଚନା କରାଯାଏ। ଏହି ମାସରେ ଆସୁଥିବା ପର୍ବଗୁଡ଼ିକ ମଧ୍ୟ ବହୁତ ଖାସ ହୋଇଥାଏ। ବୈଶାଖ ମାସରେ ପଡୁଥିବା ଏକାଦଶୀ ହେଉ କିମ୍ବା ଅମାବାସ୍ୟା ସବୁ…

error: Content is protected !!