ମହିଳା କ୍ରିକେଟ ଫାଇନାଲରେ ଭାରତ, ପଦକ ନିଶ୍ଚିତ କଲା ଭାରତ …

ବର୍ମିହାମ -: ବର୍ମିହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଆଜି ଅନୁଷ୍ଠିତ ସେମିଫାନାଲ ମ୍ୟାଚରେ ଭାରତ ଆୟୋଜକ ଇଂଲଣ୍ଡକୁ ୪ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।…

କ୍ରିକେଟ୍ ମ୍ୟାଚ ଚାଲିଥିବାବେଳେ ଫୁଟିଲା ବୋମା …

କାବୁଲ -: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା କାବୁଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଏକ ଟି-୨୦ ମ୍ୟାଚ ଚାଲିଥିବାବେଳେ ବୋମା ବିସ୍ଫୋରଣ ହୋଇଛି । ଆଫଗାନିସ୍ତାନର ଗଣମାଧ୍ୟମ ଟୋଲୋ ନ୍ୟୁଜ ଏହି ବିସ୍ଫୋରଣ ହୋଇଥିବା ସ୍ପଷ୍ଟ କରିଛି । ଟୋଲୋ…

ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ, ଆଜି ଦ୍ୱିତୀୟ ଦିନିକିଆ ସିରିଜ୍‌

ଆଜି ଦ୍ୱିତୀୟ ଦିନିକିଆ । ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିବା ପରେ ଭାରତର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରୋହିତ…

ମହିଳା ବିଶ୍ୱକପ୍‌ ହକି : ଭାରତ-ଚୀନ୍‌ ମ୍ୟାଚ୍‌ ଡ୍ର, ଉଭୟ ଟିମ୍‌ ୧-୧ ପଏଣ୍ଟ ହାସଲ କଲେ

ମହିଳା ବିଶ୍ୱକପ୍‌ ହକିରେ ଭାରତ-ଚୀନ୍‌ ମ୍ୟାଚ୍‌ ଡ୍ର । ଗ୍ରୁପ୍‌ ବିରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଟିମ୍‌ ୧-୧ ପଏଣ୍ଟ ହାସଲ କରିଛନ୍ତି । ଦ୍ୱିତୀୟ କ୍ୱାର୍ଟରରେ ଚୀନ୍‌ ଗୋଲ୍‌ କରି ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ତୃତୀୟ…

ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ବିଜୟୀ, ୨-୦ରେ ସିରିଜ୍ ଜିତିଲା ଭାରତ

ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତିବା ସହ ସିରିଜ୍ କବ୍‌ଜା କଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ ଆୟର୍ଲାଣ୍ଡକୁ ୪ ଓ୍ୱିକେଟ୍‌ରେ ପରାସ୍ତ କରିଛି । ଏଥିସହ ଦୁଇ ଟିକିଆ ସିରିଜ୍‌କୁ ୨-୦ରେ ଜିତି ନେଇଛି ମେନ୍ ଇନ୍…

ବାରବାଟିରେ ସିରିଜ୍ ଜିତିବା ନେଇ କ’ଣ କହିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଆସନ୍ତୁ ଜାଣିବା

କଟକ -: ଗତ ମ୍ୟାଚ୍‌ରେ ଆମ୍ ବୋଲିଂ ୟୁନିଟ୍ ଭଲ କରିପାରିନଥିଲା । କିନ୍ତୁ ଆସନ୍ତାକାଲିର ମ୍ୟାଚ୍‌ରେ ଆମେ ଭଲ କରିବାକୁ ଚେଷ୍ଟା କରିବୁ । ବ୍ୟାଟ୍ସମ୍ୟାନ୍ ମଧ୍ୟ ସେମାନଙ୍କ ଭଲ ପ୍ରଦର୍ଶନ ଜାରି ରଖିବେ ଏବଂ ଆମେ ମ୍ୟାଚ୍‌କୁ ବ୍ୟାକ୍ କରିବୁ…

ଟିକେଟ୍ କରିଥିଲେ ବି ବାରବାଟୀରେ ଖେଳ ଦେଖିପାରିବେନି ଦର୍ଶକ, ଆସିଲା ଏଭଳି ନିୟମ : ନଜର ରଖିବେ K-9 ସ୍କ୍ଵାର୍ଡ

କଟକ -: ବାରବାଟୀ ବ୍ୟାଟଲ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ପିଚ୍‌ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ୧୨ ତାରିଖରେ ମ୍ୟାଚ ପାଇଁ କାଲି ଉଭୟ ଦଳର ଖେଳାଳି ଷ୍ଟାଡିୟମରେ କରିବେ ପ୍ରାକ୍‌ଟିସ୍‌। ଏହା ପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ…

ବାରବାଟୀ ଟିକେଟ କାଉଣ୍ଟରରେ ମହାଭାରତ , ପୁଲିସର ଲାଠିଚାର୍ଜ

କଟକ -: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରୁ ଟିକେଟ କିଣିବା ପାଇଁ…

ମିତାଲି ରାଜ୍‌ ନେଲେ ସନ୍ନ୍ୟାସ, ଅନ୍ତର୍ଜାତୀୟ କ୍ରିକେଟକୁ କହିଲେ ଅଲ୍‌ବିଦା : ଅଧୁରା ରହିଗଲା ଏହି ବଡ଼ ସ୍ବପ୍ନ

ନୂଆଦିଲ୍ଲୀ -: ଭାରତର ଲୋକପ୍ରିୟ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ରାଜ ଗତ ୨୩ବର୍ଷ ଧରି କ୍ରିକେଟ୍ ଖେଳୁଥିଲେ। ବୁଧବାର ୩୯ବର୍ଷ ବୟସରେ ସେ…

ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌, ଜାଣନ୍ତୁ କ’ଣ ରହିଛି ଖାସ୍‌

ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌। ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟର ଅହମଦାବାଦରେ ଥିବା ଏହି ବଡ ଷ୍ଟାଡିୟମକୁ ୨୦୨୦, ୨୪ ଫେବୃଆରୀ ଉଦ୍‌ଘାଟନ କରାଯାଥିଲା। ଏହା…

error: Content is protected !!