ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ୧୭ ଫୁଟ ଓସାରର ବାଲୁକାକଳା

ପୁରୀ -: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ବାଲୁକାକଳା ନିର୍ମାଣ କରାଯାଇଛି। ବାଲୁକାକଳାରେ INTERNATIONAL…

ବଙ୍ଗୀୟ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଲେ …

ପୁରୀ -: ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ହେଲେ ଏଠାରେ ପର୍ଯ୍ୟଟକଙ୍କୁ ମାଡ ମାରିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ପୁରୀ ସିଟି ରୋଡସ୍ଥିତ ଏକ ଟୁର ଆଣ୍ଡ…

ପଣସପଦା ହରିହର ବିଦ୍ୟାପିଠ ୫୦ ବର୍ଷ ପୃତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ

ପୁରୀ(ସୁବାଷ ସାହୁ ) – : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଣସପଦା ହରିହର ବିଦ୍ୟାପୀଠ ୫୦ବର୍ଷ ପୃତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ଓ…

ପୋଲିସ୍ ପ୍ରଶାସନ ବିରୋଧରେ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟର ପାଲଟିଗଲେ ପାଗଳ, କହିଲେ ମୁଁ ମାନସିକ ରୋଗୀ

ପୁରୀ -: ଗତକାଲି ଅବକାରୀ ବିଭାଗ ଓ ଜିଲ୍ଲା ପୋଲିସ ପ୍ରଶାସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କ ସ୍ତ୍ରୀ ଦୁଇଟି ଭିଡିଓ ଜାରି କରିଛନ୍ତି। ସେ ଜଣେ ମାନସିକ ରୋଗୀ ଓ ଦୀର୍ଘ…

ପୁରୀ ପରିକ୍ରମା ଘଟଣାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୫୦ରୁ ଉର୍ଦ୍ଧ୍ୱ ସେବାୟତ …

ପୁରୀ -: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ରୀମନ୍ଦିର ସେବାୟତ । ପ୍ରାୟ ୫୦ରୁ ଅଧିକ ଶ୍ରୀମନ୍ଦିର ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପୁରୀରୁ ଆସିଛନ୍ତି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସବୁ ବର୍ଗର ସେବାୟତ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକର ଗୁରୁତ୍ୱ ରହିଛି।…

ଜିତିଲେ ପିନାକି ହାରିଲେ ଅର୍ଦ୍ଧେନ୍ଦୁ : ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ୱାର୍ଥ ବିରୋଧୀ , ସୁପ୍ରିମକୋର୍ଟ

ନୂଆଦିଲ୍ଲୀ -: ବହୁଦିନ ଧରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମକୋର୍ଟ । ବଡ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଜନସ୍ୱାର୍ଥ ମାମଲାରେ ହାରିଯିବା ପରେ ପୁରୀ ସାଂସଦ ପିନାକି ମିଶ୍ର ଟିଭି ଡିବେଟ୍ ଛାଡି ଆଇନ ତିଆରି…

ସୁପ୍ରିମ୍‌ କୋର୍ଟଙ୍କ ଝଟ୍‌କା : ପରିକ୍ରମା ପ୍ରକଳ୍ପ କାମ ଉପରେ ରହିତାଦେଶ ଦେଲେନାହିଁ, ପିଟିସନ୍‌କୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ -: ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନ୍‌ଙ୍କୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରି ଦେଇଛନ୍ତି। ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଅଦାଲତ୍‌ ଉଭୟ ଆବେଦନକାରୀଙ୍କ…

ଟ୍ରିବୁନାଲ ନିର୍ଦ୍ଦେଶକୁ ଜିଲ୍ଲାପାଳ, ସିଡିଏମ୍‌ଓ ଓ ସ୍ବାସ୍ଥ୍ୟ ବିଭାଗର ବେଖାତିରୀ

ପୁରୀ -: ସ୍ବାମୀଙ୍କର ମୃତ୍ୟୁ ପରେ ମଧ୍ୟ ପରିବାରକୁ ନ୍ୟାୟ ନମିଳିବା ନେଇ ସଂଯୁକ୍ତା ମହାନ୍ତି ସପରିବାର ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ରାଷ୍ଟ୍ରପତିଙ୍କଠାରୁ ଅନୁମତି ମାଗିଛନ୍ତି। ସଂଯୁକ୍ତାଙ୍କ କହିବା ମୁତାବକ, ସତ୍ୟବାଦୀ…

ଅନାଥ ପିଲାଙ୍କୁ ଭତ୍ତା ପାଇଁ ପଦଯାତ୍ରା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିସାରିଲେଣି ଚିଠି

ପୁରୀ -: ଥିଲାବାଲାଙ୍କ ପାଇଁ ସବୁ ଯୋଜନା ଅଛି। କିନ୍ତୁ ଅନାଥଙ୍କ ପାଇଁ କିଛି ନାହିଁ। ତେଣୁ ଅନାଥ ପିଲାଙ୍କୁ ହକ୍‌ ଦେବା ଉଦ୍ଦେଶ୍ୟରେ ପୁରୀରୁ ଭୁବନେଶ୍ବର ପଦଯାତ୍ରା କରିଛନ୍ତି ସୁନ୍ଦରଗଡ଼ ଡାଙ୍ଗରପାଲି ବ୍ଲକ୍‌ କୁଢ଼ାଢ଼ି ଗ୍ରାମର ସମୀର ପଟେଲ୍‌। ମହାପ୍ରଭୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ, କ’ଣ କହିଲେ ଆସନ୍ତୁ ଜାଣିବା

ପୁରୀ -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ ନାମରେ ଯେଉଁ ହାହୋଲ୍ଲା ହେଉଛି ତାହା…

error: Content is protected !!