ଅଶାନ୍ତ ପୁରୀ ଜଣେ ମୃତ, ଫୁଟୁଛି ବନ୍ଧୁକ ବୁଲୁଛି ଛୁରା

ପୁରୀ-: ପୁଣି ଅଶାନ୍ତ ପୁରୀ । ଏମାରମଠ ନିକଟରେ ଗୁଳିମାଡ଼ରେ ଜଣେ ସେବାୟତଙ୍କ ହୋଇଛି ମୃତ୍ୟୁ । ମୃତକ ତଳୁଛ ସାହିର ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ…

ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀ ଓ ଭୁବନେଶ୍ୱରରେ ବିରୋଧ 

ପୁରୀ/ଭୁବନେଶ୍ୱର -: ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ସୋମବାର ଦିନ ପୁରୀ ରେଳଷ୍ଟେସନ୍‌‌ଠାରେ ଦୃଢ଼ ବିରୋଧ ପ୍ରଦର୍ଶନ କରାଯାଇଛି । ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ଦୃଢ଼ ବିରୋଧ କରିବା ସହ ତାଙ୍କୁ ପୁରୀ ଛାଡ଼ି ଚାଲିଯିବାକୁ…

ମାଟ୍ରିକ ଫେଲ୍ କିନ୍ତୁ କୋଟିପତି : ୨୨ବର୍ଷ ବୟସରୁ କରୁଥିଲେ ଏହି ବେପାର, ବାନ୍ଧିଲା ପୋଲିସ

ପୁରୀ -: ଆଜି ସୁଦ୍ଧା ପୁରୀ ଜିଲ୍ଲାରେ ବ୍ରାଉନ୍‌ସୁଗାର୍‌ ବିକ୍ରି କରି ସବୁଠାରୁ ବଡ଼ ନିଶା ବେପାରୀ ଭାବେ କଣାସ କେଶରପୁରର ସୁଶାନ୍ତ ବୋଲି ପୁଲିସ କହିଛି। ଯଦିଓ କେଶରପୁରରେ ତା’ର ଏକ ଦାମୀ ଘର ରହିଛି। କିନ୍ତୁ ସେ ଓ…

ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ରୁଜୁ ହେବ ମାମଲା, ବନ୍ଧା ହୋଇ ଜେଲ୍ ଜିବେ କି ?

ପୁରୀ -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍‌କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ…

ସାମୁଦ୍ରିକ ବାତ୍ୟା ‘ଅସାନି’ ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ ରହିଛି

ପୁରୀ/ଭୁବନେଶ୍ବର -: ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ସମ୍ପ୍ରତି ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ୧୩ ନମ୍ବର ବୁଲେଟିନ୍‌ରୁ ଜଣାପଡ଼ିଛି। ଉକ୍ତ ବୁଲେଟିନ୍‌ ଅନୁସାରେ, ଦକ୍ଷିଣପୂର୍ବ ଏବଂ ସଂଲଗ୍ନ…

ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପକୁ ନେଇ ଅପରାଜିତାକୁ ସମର୍ଥନ ଜଣାଇଲେ ବିଧାୟକ, ଜୋର ଧରିଲା ରାଜନୀତି

ଭୁବନେଶ୍ୱର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା.ମିଳିଛି । ଏଡ଼େ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, କାମକୁ କେହି ବିରୋଧ କରୁନାହାନ୍ତି, ଅନୁମତିକୁ ନେଇ ବିବାଦ ଦେଖା ଦେଇଛି । ଅନୁମତି ଆଣିବା ରାଜ୍ୟ…

ଆଜି ୪ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ -: ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଆସନ୍ତାକାଲି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଆପାତତଃ ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ…

ନିର୍ବାଚନ ସରିଗଲା, ଜନସାଧାରଣଙ୍କ ଦୁଃଖ ବୁଝିବାକୁ କେହି ନାହିଁ …

ପୁରୀ (ମଣ୍ଟୁ ଭୋଇ)- ପୁରୀ ସଦର ବ୍ଲକ ବାଲିପୁଟ ପଞ୍ଚାୟତର ସମସ୍ୟା କହିଲେ ନସରେ । ନିର୍ବାଚନ ଆସିଲା ନେତା ମନ୍ତ୍ରୀଙ୍କ ଲମ୍ବାଲାଇନ ଲାଗିଲା, ଲମ୍ବା ଲମ୍ବା ମିଠା ମିଠା ପ୍ରତିସୃତି ଦେଇ ଭୋଟ ହାତେଇ ନେଲେ । ଗାଦିରେ ବସିପଡିବା…

ଖୋର୍ଦ୍ଧାର ଧଳାଜହର ବେପାରୀଙ୍କୁ ଧରିଲା ପୁରୀ ପୋଲିସ

ପୁରୀ -: ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି କଣାସ ପୁଲିସ । ଏହି ଦୁଇ ଜଣ ବେପାରୀ ହେଉଛନ୍ତି ଖୋର୍ଦ୍ଧା ମୁକ୍ତାପୁରର ମହେନ୍ଦ୍ର ବେହେରା ଓ ଖୋର୍ଦ୍ଧା ବେଗୁନିଆର ଶିଶିର ମହାନ୍ତି । ପୁଲିସ ଏମାନଙ୍କ ନିକଟରୁ ୧୦୮ ଗ୍ରାମ…

ଶ୍ରୀମନ୍ଦିରରେ ରକ୍ତର ଛିଟା, ଅଘଟଣର ପୂର୍ବାଭାଷ !

ପୁରୀ -: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ କରାଯାଇଛି । ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ଦେଖାଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି । ଯେଉଁଥିପାଇଁ ଆଜି ବି କିଛି ସମୟ ପାଇଁ ଦର୍ଶନ ବନ୍ଦ…

error: Content is protected !!