ପଣସପଦା ହରିହର ବିଦ୍ୟାପିଠ ୫୦ ବର୍ଷ ପୃତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ

ପୁରୀ(ସୁବାଷ ସାହୁ ) – : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଣସପଦା ହରିହର ବିଦ୍ୟାପୀଠ ୫୦ବର୍ଷ ପୃତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ଓ ବୈଷୟିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର , ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଯୁବ ନାରୀ ନେତ୍ରୀ ଉପାସନା ମହାପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମୁଖ୍ୟ ବକ୍ତା ପ୍ରଫେସର ଡ଼ଃ କୁମର ବର ଦାସ , ପ୍ରାକ୍ତନ କୁଳପତି ଫକୀର ମୋହନ ବିଶ୍ୱବିଦ୍ୟାଳୟର , ବରିଷ୍ଠ ଅର୍ଥ ପରାମର୍ଶ ଦାତା ବିଶ୍ୱ ବ୍ୟାଙ୍କ ଓ ସଦସ୍ୟ ୟୁପିଏସସି, ପଦ୍ମଶ୍ରୀ ପ୍ରଭାକର ମହାରଣା ବିଶିଷ୍ଟ ଭାସ୍କର ଶିଳ୍ପୀ , ସଭାଧକ୍ଷ ଶ୍ରୀଯୁକ୍ତ ପ୍ରମଦାନନ୍ଦ ସାହୁ ଏହି ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଇଥିଲେ ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!