ସୁଶାନ୍ତ ସିଂଙ୍କ ବଳିଷ୍ଠ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କଲେ ଶତାଧିକ ବିଜେପି କର୍ମୀ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଚଳିତ ପୌର ପରିଷଦ ନିର୍ବାଚନ ପୂର୍ବରୁ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ବିଜେଡ଼ି ଯୁବ ସଭାପତି ଶ୍ରୀ ସୁବାସ ଛୁରା,ବିଜେଡ଼ି ପୂର୍ବତନ ସଂପାଦକ ମଧୁସୂଦନ ଖମାରୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପି ଦଳକୁ ପରିତ୍ୟାଗ କରି ମାନ୍ୟବର…

ନିର୍ବାଚନ ରଣାଙ୍ଗନରେ ସୁଶାନ୍ତ ସିଂ ଓ ବିଜୟ ସିଂ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି ଏଇ ଚାଲିଥିବା ନିର୍ବାଚନୀ ରଣକ୍ଷେତ୍ରରେ ।ବିଜେପି ଦଳ ତାର ରଣନିତିରେ ବ୍ୟସ୍ତ ଥିବାବେଳେ, ଆଜି ବିଜୁ ଜନତା…

ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ବରଗଡ଼ -: ଅତାବିରା ପ୍ରାଥମିକ ଶିକ୍ଷକ ଭବନ ଠାରେ ଅତାବିରା ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ବେଣୁଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ସଭାରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ…

ସାମ୍ବାଦିକତାରୁ ରାଜନୀତି …

ପଦ୍ମପୁର(ଜିତୁ ଦାଶ)-: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଚଳଚଂଚଳ ହୋଇ ଉଠିଛି । ତିନି ପ୍ରମୁଖ ଦଳ ତରଫରୁ ବର୍ତମାନ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ…

ଆଶାକର୍ମୀଙ୍କ ପ୍ରବେଶ କାଳୀନ ଆବାସିକ ତାଲିମ ଶିବିର ଉଦଯାପିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବରଗଡ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆ ଜ୍ କା ର ମିଳିତ ସହଯୋଗ ରେ ଆ ଜ୍ କା ତାଲିମ କେନ୍ଦ୍ର ରେ ଦିର୍ଘ ଆଠ ଦିନ ଧରି ଆଶାକର୍ମୀ ମାନଙ୍କ ପ୍ରବେଶ…

ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ଟୀକାଦାନ ଦିବସ ପାଳିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ଟୀକାଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ତ୍ୟାଗରାଜ…

ପୌର ନିର୍ବାଚନକୁ ନେଇ ବିଜେପିର ପ୍ରେସ ମିଟ

ପଦ୍ମପୁର (ଜିତୁ ଦାଶ) -: ବର୍ତମାନ ପୌର ନିର୍ବାଚନ କୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ପ୍ରଚାର ମୈଦାନରେ ପ୍ରାର୍ଥୀ ତଥା ଦଳ ମାନଙ୍କର ହେବିୱେଟ ମାନେ କସରତ ଆରମ୍ଭ କରି ଦେଇଥିବା ବେଳେ ଆଜି ପଦ୍ମପୁର ବିଜେପି…

ନିର୍ବାଚନୀ ପଶାପାଲିରେ ଅନେକ ପ୍ରାର୍ଥୀ ଓ ପ୍ରାର୍ଥିନୀ

ପଦ୍ମପୁର -: ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମୁଦାୟ ୧୧ ଗୋଟି ୱାର୍ଡ କୁ ନେଇ ଗଠିତ । ବର୍ତ୍ତମାନ ଚାଲିଥିବା ପୈାରପରିଷଦ ନିର୍ବାଚନ ରେ ପଦ୍ମପର ବିଜ୍ଞାପିତ ଅଞ୍ଚଳ ପରିଷଦକୁ କବଜା କରିବାପାଇଁ ସମସ୍ତ ପ୍ରକାରର…

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତ ସ୍ତରୀୟ କମିଟି ଗଠନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଗାଇସିଲେଟ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଆଜି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର…

ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ  ସଚେତନତା ଶିବିର

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ସ୍ଥିତ ପାଇକମାଲ ନୃସିଂହନାଥ ଜଙ୍ଗଲ ବିଭାଗ ପକ୍ଷରୁ  ଜଙ୍ଗଲ ନିଆଁ ନଲଗାଇବା ପାଇଁ ସଚେତନତା ଶିବିର ବୁଧବାର ଗୌରଜୁରି ଠାରେ ଅନୁଷ୍ଠିତ ହୋଇଯାଇଛି  । ବନପାଳ ରାଧାକାନ୍ତ କୁମ୍ଭାର  ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ…

error: Content is protected !!