ଷ୍ଟବେରୀ ଚାଷ କରି ସମସ୍ତ ପାଇଁ ପାଲଟିଛନ୍ତି ଉଦାହରଣ

ପଦ୍ମପୁର (ଜିତୁ ଦାଶ) -: ବର୍ତମାନ ପ୍ରୟତଃ ଜୁବ ପିଢି ପଢା ସରିବା ପରେ ଚାକିରି ପାଇଁ ଧାଉଁଥିବା ବେଳେ କିନ୍ତୁ ନ୍ଖକ୍ସ ବାପାଙ୍କଠୁ ପ୍ରେରଣା ପାଇଁ ପଢା ସାରି ବିଭିନ୍ନ ପ୍ରକାରର ଫଳ ଚାଷରେ ମନ ବୋଳାଇଛନ୍ତି ପଦ୍ମପୁର ଜାମଖେର…

“ଭାରତୀୟ ସଂସ୍କୃତି ରେ ବିଜ୍ଞାନ” ବିଷୟରେ ଆଲୋଚନା ଚକ୍ର

ପଦ୍ମପୁର (ଜିତୁ ଦାଶ) -: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖା ଦ୍ଵାରା ଗତକାଲି ସନ୍ଧ୍ୟା ୭ ଟାରୁ ୮ଟା ପର୍ଯ୍ୟନ୍ତ ଏକ ଇ-ପାଠଚକ୍ର ,ଯାହାର ବିଷୟ ଥିଲା ” ଭାରତୀୟ ସଂସ୍କୃତିରେ ବିଜ୍ଞାନ ” ,online Google meet…

ଓଡ଼ିଶା ସ୍ୱରାଜ ଯୁବ ସମ୍ମାନରେ ସମ୍ମାନିତ ହେଲେ ଟ୍ୱିଟର ଗାର୍ଲ ଦୀପା ବାରିକ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ମିଳିଛି ଓଡ଼ିଶା ସ୍ୱରାଜ ଯୁବ ସମ୍ମାନ ୨୦୨୨ । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଓଡ଼ିଶା ସ୍ୱରାଜ ସମ୍ମାନୋତ୍ସବ କାର୍ଯ୍ୟାକ୍ରମରେ ମୁଖ୍ୟ ଅତିଥି ଭାବରେ…

ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ

ବରଗଡ଼ -: ନିଷ୍ଠା ପରିବାର ଦ୍ବାରା ଆୟୋଜିତ ସ୍ବତନ୍ତ୍ର ସମ୍ମାନୀତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜ ସେବୀ ,ସୁସାହିତ୍ୟିକା ,କାଦମ୍ବିନୀ ପତ୍ରିକା ର ସମ୍ପାଦିକା ଡଃ ଇତିରାଣୀ ସାମନ୍ତ ଯୋଗଦାନ କରିଥିଲେ। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର…

ସୋହେଲା ବ୍ଳକର ଅଧ୍ୟକ୍ଷା ଭାବେ ବବି ପ୍ରଧାନଙ୍କ ଦାୟିତ୍ଵ ଗ୍ରହଣ

ବରଗଡ଼ -: ଆଜି ସୋହେଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ବବି ପଧାନ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏ ପରିପ୍ରେକ୍ଷୀରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ, ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀମାନ ଗଣତନ୍ତ୍ର ପଧାନ, ମାର୍କଣ୍ଡ…

ବରଗଡ଼ରେ ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ପାଳିତ

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ସମସ୍ତ ମଞ୍ଚାସୀନ…

ଭୀମସାର ବୁର୍ଲାରେ ମିଳିଲାନି ଆଇସିୟୁ,ଅକାଳରେ ଝଡ଼ିଗଲା ଆଉ ଏକ ଜୀବନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ଆଇ.ସି.ୟୁ ଅଭାବରୁ ରୋଗୀମାନେ ମୃତ୍ୟୁବରଣ କରିବା ଏକ ନିତିଦିନିଆ ଘଟଣା l କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ଅନେକ କିଛି ଅକୁହା ବେଦନା ଲୋକଙ୍କ ମନ ଭିତରେ ଚାପି ହେଇ ଯାଉଛି…

ନୂତନ ପେନସନ ଯୋଜନା ବନାମ ପୁରୁଣା ପେନସନ ଯୋଜନା

ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଏନପିଏସ ଶିକ୍ଷକ ସଂଘର ଏକ ବୈଠକ ଡୋଲାମଣୀ ମାହାରଙ୍କ ସଭାପତିତ୍ବରେ ଟି.ଓ.ଇ.ପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ମହାଦେବ ବେହେରା,…

ବରପାଲିରେ ବିଜେଡି ହେଭିୱେଟ୍ ନେତାଙ୍କ ପ୍ରଚାର ଜୋରଦାର

ବରଗଡ଼(ନିରଞ୍ଜନ ତ୍ରିପାଠୀ) – ଓଡିଶା ତଥା ପଡୋଶୀ ଜିଲ୍ଲା ସୋନପୁରର ହେଭିୱେଟ୍ ନେତା ଓଡ଼ିଶାର ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ପ୍ରଚାର ରେ ଆସି ବିଜୁଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ…

ହୋଲି  ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ 

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଛେତଗାଁ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁଙ୍କ ପାଇକମାଳ ସ୍ଥିତ ବାସଭବନରେ ହୋଲି ଅବସରରେ ଏକ  କବିତା ପାଠୋତ୍ସବ କବି ବିଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ସାହୁ ସମସ୍ତଙ୍କୁ…

error: Content is protected !!