ସୋହେଲା ବ୍ଳକର ଅଧ୍ୟକ୍ଷା ଭାବେ ବବି ପ୍ରଧାନଙ୍କ ଦାୟିତ୍ଵ ଗ୍ରହଣ

ବରଗଡ଼ -: ଆଜି ସୋହେଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ବବି ପଧାନ ଦାୟିତ୍ଵ ଗ୍ରହଣ କରିଛନ୍ତି ।

Advertisement

ଏ ପରିପ୍ରେକ୍ଷୀରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ, ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀମାନ ଗଣତନ୍ତ୍ର ପଧାନ, ମାର୍କଣ୍ଡ ସା,ଆଖଣ୍ଡଳ ସାହୁ, ପୂର୍ବତନ ସରପଞ୍ଚ ରବି ଶଙ୍କର ପଧାନ,ମନ ମାଝୀ, କୁଳମଣୀ ଦୁଆଁନ, ଅମିଲାଲ ପଧାନ ତଥା ବହୁ ବିଜୁଜନତା ଦଳୀୟ ନେତା,କର୍ମୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ,ଦିର୍ଘ ୨୫ବର୍ଷ ହେଲା ସୋହେଲା ବ୍ଳକର ଅଧ୍ୟକ୍ଷପଦବୀଟି ବିଜୁ ଜନତା ଦଳର କବଜାରେ ରହିଆସିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!