ଦ୍ୱୀତିୟ ପଦ୍ମପୁର ମହୋତ୍ସବ , ଓଡିଶୀ ଓ ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ବରଗଡ଼/ପଦ୍ମପୁର -: ୨ୟ ପଦ୍ମପୁର ଲୋକ ମହୋତ୍ସବର ଦ୍ୱତୀୟ ଦିନରେ ଅତିଥି ଭାବରେ ମାନ୍ୟବର ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା,ଡି ମୁରଲୀ କ୍ରିଷ୍ଣାନ, ପ୍ରତାପ ମିଶ୍ର, ଶିରୀଶ ବହିଦାର, ସୁରେଶ୍ୱର ଶତପଥୀ, କୁନାଲ ପାଣିଗ୍ରାହୀ…

ବରଗଡରେ ନୂଆ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ, ଚ୍ୟାଲେଞ୍ଜର ଲମ୍ବା ତାଲିକା …

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ର ନୂଆ ଏସ୍‌ପି ଭାବେ ପରମାର ସ୍ମିତ ପୁରୁଷୋତ୍ତମ ଦାଶ ଯୋଗ ଦେବେ। ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ସାରିିଛି। ଏଠାରେ ଅବସ୍ଥାପିତ ଥିବା ଏସ୍‌ପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ବଦଳି ହୋଇଛି। ଶ୍ରୀ…

ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ଶତ୍ରୁ ପାଲଟିଛି ପାଇକମାଲ ବିଦ୍ୟୁତ ବିଭାଗ

ପଦ୍ମପୁର -: ଆସନ୍ତା କାଲିଠାରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା, ଛାତ୍ରଛାତ୍ରୀ ମାନେ ପାଠପଢ଼ା ଚିନ୍ତାରେ ଥିବା ବେଳେ ସେମାନଙ୍କ ସହ ଖେଳ ଖେଳୁଛି ଟାଟା ପାୱାର ବୋଲି ମତ ପ୍ରକାଶ ପାଉଛି ।ବର୍ତ୍ତମାନ ପାଇକମାଲ ଗ୍ରାମାଞ୍ଚଳରେ ରାତ୍ରି ୭.୩୦ ରୁ…

ମାଫିଆ କବଜାରେ ବରଗଡ, କେନ୍ଦୁପତ୍ରଠୁ ଖଣି ସବୁ ନେଉଛନ୍ତି ଲୁଟି : ପ୍ରଶାସନ ନିରବ କାହା ସ୍ୱାର୍ଥରେ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଜିଲ୍ଲାରେ ଛତିଶଗଡ଼ି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ବିନା ରୋକଠୋକରେ ବେଆଇନ ବାଲି, ଖଣି ପଥର ଚାଲାଣ ଚାଲିଛି। ମହୁଲ ଠାରୁ ଆରମ୍ଭ କରି କେନ୍ଦୁପତ୍ର ବି ଚୋରା ଚାଲାଣ ହେଉଛି। ମହୁଲ ଦରକୁ ନେଇ ଚାରିପଟେ…

ବରଗଡରେ ଭାଲୁ ଆତଙ୍କ, ଗାଁ ମୁହାଁ ଜଙ୍ଗଲୀ ଯନ୍ତୁ

ବରଗଡ/ବିଜେପୁର -: ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରି ଉପରକୁ ଗଲାଣି ତାପମାତ୍ରା । ତାପମାତ୍ରା ବୃଦ୍ଧି ସହ ଜଳାଶୟ ଶୁଖିବା ଯୋଗୁଁ ଜଙ୍ଗଲ ଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ କାରଣରୁ ଜଙ୍ଗଲଗୁଡ଼ିକ ପୋଡ଼ି ଟାଙ୍ଗରା ଭୂଇଁରେ ପରିଣତ ହୋଇଛି…

ବରଗଡରେ ଜୋରଧରିଲା ଚାଷୀ ଆନ୍ଦୋଳନ, ଅରୁଆ ଉଷୁନା ବିବାଦରେ ଚାଷୀ ହନ୍ତସନ୍ତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ରବି ଧାନ ବିକିବାକୁ ଚାଷୀ ସଜବାଜ ହେଉଛି । ହେଲେ ଧାନ କିଣା ପୂର୍ବରୁ ପ୍ରଚଣ୍ଡ ଖରାରେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି । ୪୨ ଡିଗ୍ରି ଖରାରେ ଲୋକଙ୍କ ଘରୁ ବାହାରିବାକୁ ସରକାର ବାରଣ କରୁଛନ୍ତି ।…

ଆଇନ ଜାଲରେ କଟକ କ୍ରାଇମବ୍ରାଞ୍ଚ ଡିଏସ୍‌ପ ରମେଶ ଚନ୍ଦ୍ର ଦୋରା, ବରଗଡ ତହସିଲଦାରଙ୍କ ନାଁ ପରେ ବଢିଲା ଅଡୁଆ

କଟକ/ସମ୍ବଲପୁର/ବରଗଡ -: ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଡିଏସ୍‌ପି ଭାବେ କଟକରେ ଅବସ୍ଥାପିତ ସମ୍ବଲପୁର ଟାଉନ୍ ଥାନାର ପୂର୍ବତନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଅଡ଼ୁଆ ବଢ଼ିଛି । ଶ୍ରୀ ଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସ୍‌ଇବିସି)ର ହୋଇଥିବା…

ବିବାହ ଉତ୍ସବରେ ଆଇ.ଏ.ଏସ ଦମ୍ପତ୍ତି ବୃକ୍ଷ ରୋପଣ କରି ବୃକ୍ଷ ହିଁ ଜୀବନର ବାର୍ତ୍ତା ଦେଲେ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ ଡୁଙ୍ଗୁରୀପାଲି ଗ୍ରାମରେ ସୋମଦତ୍ତ ଶାସ୍ତ୍ରୀ ଓ ସୁରଭିଙ୍କ ସୁପୁତ୍ର ୨୦୨୨ ବ୍ୟାଚର ଯୁବ ଆଇ.ଏ.ଏସ ଅଫିସର ବେଦଭୁଷଣ ସହିତ ଅମ୍ରିତାଙ୍କ ବିବାହ ଉପଲକ୍ଷେ ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜୀରା ନଦୀର ଦୁଃଖ ଶୁଣୁନି ପ୍ରଶାସନ, ଜୀରା ନଦୀ ପାଇଁ ବରଗଡରେ ଆସିବ ଏହି ବଡ ମହାମାରୀ …!

ବରଗଡ(ନିରଞ୍ଜନ ତ୍ରୀପାଠି) -: ବରଗଡବାସୀଙ୍କ ଦୁଃଖ ଆଗକୁ ଦ୍ୱି-ଗୁଣିତ ହେବ । ପ୍ରଶାସନ ଏବେଠାରୁ ନଜର ନଦେଲେ ବରଗଡର ଜନସାଧାରଣ ଏଭଳି ରୋଗର ଶିକାର ହେବେ ଯାହା ମହାମାରୀ ଭଳି ବ୍ୟାପିବାର ସମ୍ଭାବନା ରହିଛି । ବେଳହୁଁ ସାବଧାନ ପ୍ରଶାସନ ଓ ସାଧାରଣ…

ବରଗଡରେ ଜାତୀୟ ରାଜପଥ ସମସ୍ତଙ୍କ ପାଇଁ ପାଲଟିଛି କାଳ, ଯାଉଛି ମୁଣ୍ଡ ପରେ ମୁଣ୍ଡ

ବରଗଡ(ନିରଞ୍ଜନ ତ୍ରୀପାଠି) -: ବରଗଡ଼ ସହର ସଂଲଗ୍ନ ଜାତୀୟ ରାଜପଥ ଏବେ ସମସ୍ତଙ୍କ ପାଇଁ କାଳ ସାଜିଛି । ବେଆଇନ ପାର୍କିଂ ଯୋଗୁଁ ପ୍ରଶସ୍ତ ରାଜପଥ କ୍ରମଶଃ ସଂକୁଚିତ ହେବାକୁ ଲାଗିଛି । ଯଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।…

error: Content is protected !!
Verified by MonsterInsights