ପୁରୀ -: ୧୨ବରଷରେ ତେର ପରବ କେବଳ ଜଗନ୍ନାଥ ସଂସ୍କୃତିରେ ହିଁ ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜିଉମାନେ ଝିମିରି ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୋଇଛନ୍ତି…
Category: ଜିଲ୍ଲା ଖବର
ମନୋଜ କୁମାର ଭୋଇ ହେଲେ ଜଗତସିଂହପୁର ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜ଼ିଲ୍ଲା ପରିଷଦ ସଭାପତି ନିମନ୍ତେ ଆଜି ପୂର୍ବାହ୍ନରେ ସର୍ବସମତି କ୍ରମେ ଜଗତସିଂହପୁର ୩ ନମ୍ବର ଜୋନର ଜ଼ିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ଭୋଇ ପ୍ରାଥୀପତ୍ର ଦାଖଲ କରିଥିଲେ । ଜ଼ିଲ୍ଲା ବିଜୁ…
ପଶ୍ଚିମବଙ୍ଗ ଭଳି ଓଡିଶାରେ ହିସାଂର ଆଶ୍ରୟ ନେଉଛନ୍ତି ବିଜେଡି ନେତା, ମାରିଦେବାକୁ ବି ପଛାଉ ନାହାନ୍ତି
ଭୁବନେଶ୍ୱର -: ବିଜେଡି ଦଳରେ ପଶିଆସିଲାଣି ବେଙ୍ଗଲି ଢାଞ୍ଚା । ଚିଲିକାର ବିଜେଡି ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ବିଜେପିର…
ଝାରସୁଗୁଡ଼ା ଜିଲ୍ଲାର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨
ବ୍ଲକ୍ ମୋଟ ପଞ୍ଚାୟତ ସଂଖ୍ୟା ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍ ସଂଖ୍ୟା, କେଉଁ ଦଳର ସମର୍ôଥତ ପ୍ରାର୍ଥୀ ୧. ଝାରସୁଗୁଡ଼ା – ୮, ଚିତ୍ରାଣୀ ପଟେଲ, ନିର୍ଦ୍ୱନ୍ଦ୍ୱ, ବିଜେଡି୨. କିର୍ମିରା – ୧୭, କୃଷ୍ଣପ୍ରିୟା ସାହୁ, ନିର୍ଦ୍ୱନ୍ଦ୍ୱ, ବିଜେଡି୩. କୋଲାବିରା…
ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରାଯାଇଥିବା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ
ଭୁବନେଶ୍ୱର -: ଆଉ ବିନା ରେକର୍ଡରେ କୈାଣସି ଶିକ୍ଷାନୁଷ୍ଠାନ ଚାଲିବ ନାହିଁ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ହଜାର ଶିକ୍ଷାନୁଷ୍ଠାନକୁ ପଟ୍ଟା ଆବଣ୍ଟନ…
ବରଗଡ ଜିଲ୍ଲାରେ କେଉଁ ପଞ୍ଚାୟତ ସମିତିରେ କିଏ କିଏ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦ ପାଇଲେ ଆସନ୍ତୁ ଜାଣିବା
ବରଗଡ(ନିରଞ୍ଜନ ତ୍ରିପାଠି) – ଆମେ କିଛି ଦିନ ତଳେ ପାଇକମାଲ ଅଧ୍ୟକ୍ଷା ପଦବୀ କିଏ ପାଇବ, ବିଧାୟକ କାହାକୁ ବିଚାର କୁ ନେବେ ତାଙ୍କ ସୁଦୃଷ୍ଟି କାହା ଉପରେ ପଡ଼ିବ ଏବଂ ହାତୀ କାହା ମୁଣ୍ଡ ରେ କଳସ ଢାଳିବ ସେ…
ସୁବର୍ଣ୍ଣ ଜୟନ୍ତୀ ଓ ରାମ ନବମୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ାହାଣ୍ଡି ଡୋକରି ଚଞ୍ଚରା ଠାରେ ସୁବର୍ଣ୍ଣ ଜୟନ୍ତୀ ଓ ରାମ ନବମୀ ଉତ୍ସବ ପାଇଁ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅସ୍ଥାୟୀ…
ବାଲିକୁଦା ବ୍ଲକର ଅଧ୍ୟକ୍ଷ ପଦ ମଣ୍ଡନ କଲେ ପ୍ରକାଶ ପ୍ରଧାନ
ଜଗତସିଂହପୁର -: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଥିବା ବେଳେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି l ବାଲିକୁଦା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି୨ ଜଣ ପାର୍ଥି ନାମାଙ୍କନ ପତ୍ର…
ହାତୀର ଚିକିତ୍ସା ପାଇଁ ଯାଇଥିଲେ, ଚାଲିଗଲା ପ୍ରାଣ
ଢେଙ୍କାନାଳ -: ଆହତ ଦନ୍ତା ହାତୀର ଚିକିତ୍ସା ଲାଗି ଯାଇଥିଲେ। ହେଲେ ଆଖି ବୁଜିଲେ ଏଲିଫ୍ୟାଣ୍ଟ ସ୍କ୍ବାଡ୍ର ସଦସ୍ୟ । ଯାହାର ଚିକିତ୍ସା ପାଇଁ ଯାଇଥିଲେ, ତାହାରି ଆକ୍ରମଣରେ ଚାଲିଗଲା ଜୀବନ। ମୃତକ ହେଲେ ବିଶ୍ଵରଞ୍ଜନ ପାଣିଗ୍ରାହୀ। ଗତକାଲି ଆହତ ହାତୀକୁ…