କାହା ସ୍ୱାର୍ଥରେ ଓଇଆରସି : ଉପଭୋକ୍ତାଙ୍କୁ ଲୁଟିବାକୁ ତିଆରି ହୋଇଛି ଚକ୍ରବ୍ୟୁହ !

ଭୁବନେଶ୍ୱର -: ଆପଣଙ୍କ ମିଟର ଠିକ୍ ନାହିଁ । ଏମିତି ଅଭିଯୋଗ ଆଣି ଉପଭୋକ୍ତାଙ୍କୁ ମିଟର ବଦଳାଇବା ପାଇଁ ବାଧ୍ୟ କରୁଛନ୍ତି ଅଧିକାରୀ । ହେଲେ ମିଟର ଠିକ୍ ଅଛି କି ନାହିଁ, ସେ ସଂପର୍କରେ ଅଭିଯୋଗ ପରୀକ୍ଷା ପାଇଁ ଉପଭୋକ୍ତାମାନଙ୍କ…

କେମିତି କଟିବ ଆପଣଙ୍କ ଦିନ, ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ -: ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତିଜନିତ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା, କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି କରିବ। ସକାଳ ଯାତ୍ରା, ବ୍ୟବସାୟ ଓ ବନ୍ଧୁମିଳନ ପାଇଁ ଦିନଟି ଭଲ। ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ହୋଲିରେ କେମିକାଲ ରଙ୍ଗରୁ କେମିତି ରକ୍ଷା କରିବେ ଆପଣଙ୍କ କେଶ ଓ ଶରିରକୁ, ଆସନ୍ତୁ ଜାଣିବା

ରଙ୍ଗର ଏହି ପର୍ବ ରେ ଲୋକମାନେ ନିଜ ନିଜ ମଧ୍ୟରେ ସବୁ ରାଗ ଭୁଲି ଖୁସି ମନରେ ରଙ୍ଗ ଖେଳିଥାନ୍ତି । ରଙ୍ଗ ଖେଳର ଅନେକ ମହତ୍ତ୍ୱ ରହିଛି । ହୋଲି ଏକ ଏପରି ପର୍ବ ଯାହାକୁ ଲୋକମାନେ ପ୍ରତିବର୍ଷ ଅପକ୍ଷୋ…

ପୌର ନିର୍ବାଚନକୁ ନେଇ ବିଜେପିର ପ୍ରେସ ମିଟ

ପଦ୍ମପୁର (ଜିତୁ ଦାଶ) -: ବର୍ତମାନ ପୌର ନିର୍ବାଚନ କୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ପ୍ରଚାର ମୈଦାନରେ ପ୍ରାର୍ଥୀ ତଥା ଦଳ ମାନଙ୍କର ହେବିୱେଟ ମାନେ କସରତ ଆରମ୍ଭ କରି ଦେଇଥିବା ବେଳେ ଆଜି ପଦ୍ମପୁର ବିଜେପି…

ନିର୍ବାଚନୀ ପଶାପାଲିରେ ଅନେକ ପ୍ରାର୍ଥୀ ଓ ପ୍ରାର୍ଥିନୀ

ପଦ୍ମପୁର -: ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସମୁଦାୟ ୧୧ ଗୋଟି ୱାର୍ଡ କୁ ନେଇ ଗଠିତ । ବର୍ତ୍ତମାନ ଚାଲିଥିବା ପୈାରପରିଷଦ ନିର୍ବାଚନ ରେ ପଦ୍ମପର ବିଜ୍ଞାପିତ ଅଞ୍ଚଳ ପରିଷଦକୁ କବଜା କରିବାପାଇଁ ସମସ୍ତ ପ୍ରକାରର…

ଆସନ୍ତୁ ଘରେ ପ୍ରସ୍ତୁତ କରିବା ସ୍ୱାଦିଷ୍ଟ ଗହମ ବର୍ଫି

ଆବଶ୍ୟକ ସାମଗ୍ରୀ ଗହମ ବଟା, ଚିନି, କ୍ଷୀର, ଗୁଜୁରାତି, କାଜୁ, ଗୁଆ ଘିଅ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କ୍ଷୀରକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ତା’ପରେ ଗହମ ବଟା ପକାଇ ଆଉଥରେ ଭଲକରି ଫୁଟାନ୍ତୁ। ଏହି ମିଶ୍ରଣ ଯେପରି ତଳେ ନ…

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତ ସ୍ତରୀୟ କମିଟି ଗଠନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଗାଇସିଲେଟ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଆଜି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର…

ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ  ସଚେତନତା ଶିବିର

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ସ୍ଥିତ ପାଇକମାଲ ନୃସିଂହନାଥ ଜଙ୍ଗଲ ବିଭାଗ ପକ୍ଷରୁ  ଜଙ୍ଗଲ ନିଆଁ ନଲଗାଇବା ପାଇଁ ସଚେତନତା ଶିବିର ବୁଧବାର ଗୌରଜୁରି ଠାରେ ଅନୁଷ୍ଠିତ ହୋଇଯାଇଛି  । ବନପାଳ ରାଧାକାନ୍ତ କୁମ୍ଭାର  ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ…

‘ଦି କାଶ୍ମୀର ଫାଇଲ୍‌ସ’ ଦେଖିବାକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଗୌହ୍ବାଟୀ : ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖିବାକୁ ଆସାମ ସରକାର ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସମସ୍ତ ସରକାରୀ କର୍ମଚାରୀଙ୍କ ଲାଗି ଏକ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ସରକାରୀ…

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର -: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ଜାରି ରହିଛି। ବୁଧବାର ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୬ ଜଣ…

error: Content is protected !!

bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓

Verified by MonsterInsights