କଳାହାଣ୍ଡିରେ ମାଓବାଦୀ ଆତଙ୍କ, ଚାନ୍ଦା ପାଇଁ ଧମକାଉଛନ୍ତି ଠିକାଦାରଙ୍କୁ

କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଞ୍ଚଳର ଜଣେ ଠିକାଦାରଙ୍କ ଠାରୁ ମାଓବାଦୀ ନାଁରେ ଚାନ୍ଦା ଅସୁଲି କରିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋଲାମୁଣ୍ଡା ଥାନା ପିତାଗୁଡ଼ା ଗ୍ରାମର ସୁବାସ ମାଝୀ (୩୪) ବୋଲି…

ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର …

ଭୁବନେଶ୍ବର -: ଦୁଇ ବର୍ଷ ପରେ ସ୍କୁଲ ‌ଖୋଲିଛି। ଖରାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୯ଟା ଯାଏ ପିଲାଙ୍କ ପାଠପଢ଼ା ଚାଲିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଛି। ତା’ପରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ…

ଆସିକାର ପୂର୍ବତନ ବିଧାୟକ ନିଖୋଜ, ଥାନାରେ ମାମଲା ରୁଜୁ

ଭୁବନେଶ୍ବର/ଆସିକା -: ଗଂଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ୨ ଦିନ ହେଲା ନିଖୋଜ ହୋଇ ଯାଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ନିଖୋଜ ନେଇ ତାଙ୍କ ପୁଅ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ଏତଲାରେ…

ଏମିତି ବନାନ୍ତୁ ଚିଙ୍ଗୁଡି ଚକମା, ଖାଇଲେ ପାଟିରୁ ସ୍ୱାଦ ଛାଡିବନି

ସାଧାରଣତଃ ଚିଙ୍ଗୁଡି ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଘରେ ଏଥିରେ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ରୋଷେଇ ହୁଏ । ତେବେ ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ନୂଆ ଚଟପଟା ଆଇଟମ ବିଷୟରେ କହିବୁ, ଯାହାର ନାଁ ହେଲା…

ଅଘଷା ପାଟିରେ ପାଣି ପିଇଲେ ଆମ ଶରୀରକୁ କଣ ସବୁ ଫାଇଦା ମିଳିବ ଆସନ୍ତୁ ଜାଣିବା

ପାଣି ମଣିଷ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜଣେ ବ୍ୟକ୍ତି ପାଞ୍ଚ ଦିନ ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ମନୁଷ୍ୟ ଶରୀରରେ ୭୦ ପ୍ରତିଶତ କେବଳ ଜଳ ରହିଥାଏ । ଏଣୁ…

ପୋଲିସର ବେଆଇନ୍ ଗିରଫଦାରୀ ପ୍ରତିବାଦରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ -: ଟାଉନ ପୁଲିସର ବେଆଇନ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ପରିବାରର ଲୋକେ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ପ୍ରଥମେ ଭଦ୍ରକ ଟାଉନ ଥାନା ଆଗରେ ପୁରା ପରିବାର ପ୍ରତିବାଦ କରିବା…

ତିଗିରିଆରେ ସାଧାରଣ ଲୋକମାନଙ୍କୁ ନିରୋଗ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟକେଜକୁ ଲୋକଙ୍କ ପାଖରେ ପହଞ୍ଚାଇଲେ ସରପଞ୍ଚ

ତିଗିରିଆ – ସାଧାରଣ ଲୋକମାନେ ଜୈବିକ ପଦ୍ଧତିରେ ନିଜ ବାଡିରେ ନିରୋଗ ପରିବା ଉତ୍ପାଦନ କରିବାର ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜକୁ ସାଧାରଣ ଲୋକଙ୍କୁ ବଣ୍ଟନ କରିଛନ୍ତି ତିଗିରିଆ ନିଜିଗଡ ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ମହାନ୍ତି । ଏଥି ସହ…

ମଦନମୋହନଙ୍କ ଚନ୍ଦନଯାତ୍ର ଓ ଶ୍ରୀ ଜଗନ୍ନାଥ ସଂସ୍କୃତି

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ମୁଖ୍ୟ ଦେବତା ହେଉଛନ୍ତି ଶ୍ରୀମଦନମୋହନ। ଶ୍ରୀଜଗନ୍ନାଥଙ୍କଠାରୁ ଏହିଯାତ୍ରା ପାଇଁ ସେ ଆଜ୍ଞାମାଳ ପାଇଥାଆନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ବା ଉତ୍ସବ ପ୍ରତିମା ଭାବରେ ସେ ଏହି ଲୀଳା କରନ୍ତି। ତତ୍ତ୍ୱବିତ୍‌ମାନେ ଈଶ୍ୱରଙ୍କର ଯେଉଁ ଦୁଇଟି ରୂପ ନିର୍ଣ୍ଣୟ କରିଛନ୍ତି,…

Vuelve La Copa Codere Internaciona

Vuelve La Copa Codere Internacional Codere Club Casinos Codere Content Opiniones Sobre El Código Promocional Codere Filtran La Razón Por La O Qual Mbappé Podría Simply No Llegará Al Genuine…

ଘରକୁ ବୁଲାଇନେବାକୁ କହି ଯୁବତୀକୁ ନେଇଗଲେ, ରାତିସାରା ଦୁଷ୍କର୍ମ କରି ଛାଡିଦେଲେ

ଭୁବନେଶ୍ବର/ବାଲିଅନ୍ତା : ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିବାର ଖବର ମିଳିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶନ ଅଗ୍ରୱାଲ(୨୪) ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା…