ବେଲଗୁଣ୍ଠା -: ଭାଜପା ପ୍ରତିଷ୍ଠା ଦିବସ ଏପ୍ରିଲ ୬ ତାରିଖରୁ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସୋରଡ଼ା ବିଧାନସଭା ବିଜେପି ପରିବାର ଦ୍ୱାରା ସମାଜିକ ନ୍ୟାୟ ସପ୍ତାହ ପାଳନ କରିବା ଅବସରରେ ଓବିଶି ମୋର୍ଚ୍ଚା ଦ୍ୱାରା…
Tag: bjp
ଆଜି ନବୀନଙ୍କ ମୟୁରଭଞ୍ଜ ଗସ୍ତ, ରାଜନୈତିକ ମହଲରେ ଚାଲିଛି ଏମିତି ଚର୍ଚ୍ଚା
ଭୁବନେଶ୍ବର -: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି। ଜିଲ୍ଲାରେ ସେ ଦିନ ୧୧ଟାରୁ ୧୨ଟା ଅର୍ଥାତ ଏକ ଘଣ୍ଟା ରହିବେ। ଗୋଟିଏ ମଞ୍ଚରୁ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ଅବଧି ମାତ୍ର…
ମହାରାଷ୍ଟ୍ରରେ ବିଜେପି ଗଢିଲା ସରକାର, ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍
ପୁଣି ଥରେ ମହାରାଷ୍ଟ୍ର କମାଣ ଧରିବେ ଦେବେନ୍ଦ୍ର ଫଡ଼ନାଭିସ୍ । ଆଜି ସଂନ୍ଧ୍ୟା ୭ଟାରେ ସେ ଶପଥ ଗ୍ରହଣ କରିବେ । ଗତକାଲି ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି…
ବିଜେପି ଅଫିସକୁ ଜାଳିଦେଲେ ବିକ୍ଷୋଭକାରୀ …
ପ୍ରଫେଟ୍ ବିବାଦକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳ ବିଶେଷକରି କୋଲକାତାରେ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି । ନମାଜ ପରେ ମୁସଲିମ ସଂପ୍ରଦାୟରେ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହ ପଥର ମାଡ଼ କରିଛନ୍ତି । ହାଓ୍ବଡ଼ାର ଉଲୁବେରିଆଠାରେ ଥିବା…
ଅଫିସ ଭିତରେ ପଶି ବିଜେପି ପ୍ରବକ୍ତାଙ୍କୁ ଶକ୍ତ ଚାପୁଡ଼ା ମାରିଲେ …(ଦେଖନ୍ତୁ ଭିଡିଓ)
ମୁମ୍ବାଇ -: ଅଫିସ ଭିତରେ ପଶି ବିଜେପି ପ୍ରବକ୍ତାଙ୍କୁ ଚାପୁଡ଼ା ମାରିଲେ ଏନସିପି କାର୍ଯ୍ୟକର୍ତ୍ତା। ବିଜେପିର ମହାରାଷ୍ଟ୍ର ୟୁନିଟ୍ ନେତା ବିନାୟକ ଅମ୍ବେକର ଏନସିପି କର୍ମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ବଚସା ହେବା ପରେ ଏନସିପିର ଜଣେ କାର୍ଯ୍ୟକର୍ତ୍ତା ତାଙ୍କୁ…
ବିଜେପି ନେତ୍ରୀଙ୍କ ଆନ୍ତର୍ଜାତିକ ସେକ୍ସ୍ ରାକେଟ୍ , ପାପ ଲୁଚାଇବା ରାସ୍ତାରୁ ହଟାଇଦେଲେ ନିଜ ସ୍ୱାମୀଙ୍କୁ
ନୂଆଦିଲ୍ଲୀ -: ଆନ୍ତର୍ଜାତିକ ସେକ୍ସ୍ ରାକେଟ୍ ସହ ଥିବା ସମ୍ପୃକ୍ତିକୁ ଲୁଚାଇବାକୁ ସ୍ୱାମୀ ଦୀପକ ସିଂହ ଗୈାର ଶ୍ୱେତାଙ୍କୁ ହତ୍ୟା କରିଛନ୍ତି ବୋଲି ‘ବିଜେପି’ ନେତ୍ରୀ ଶ୍ୱେତା ସିଂହ ଗୈାରଙ୍କ ପରିବାର ଲୋକେ କହିଛନ୍ତି । ଗତ ବୁଧବାର ଦିନ ଉତ୍ତର…
ଓଡିଶାରେ ବିଜେପିର ବିପର୍ଯ୍ୟୟ ପାଇଁ ଦାୟି କିଏ ?
ଭୁବନେଶ୍ୱର -: ପୌର ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ନେତୃତ୍ୱକୁ ସିଧାସଳଖ ଦାୟୀ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଫେରିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିସହ…